ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି: ଆଇନଜୀବୀ ଦେବକାନ୍ତ ମହାନ୍ତିଙ୍କୁ ୩ ଘଣ୍ଟା ଜେରା କଲା ସିବିଆଇ
ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଭୁବନେଶ୍ୱର କାର୍ଯ୍ୟାଳୟରେ ସରକାରୀ ଓକିଲ ଦେବକାନ୍ତ ମହାନ୍ତିଙ୍କୁ ପଚରାଉଚରା କରିଛି। ଅର୍ଥତତ୍ତ୍ୱ (ଏଟି) ଗ୍ରୁପ୍ ଚିଟଫଣ୍ଡ ମାମଲାରେ ଦେବକାନ୍ତ ମହାନ୍ତିଙ୍କୁ ସିବିଆଇ ସିଆରପିସିର ଧାରା…