Latest Odisha News

BREAKING NEWS

ବିରାଟ ବାଇକ ରାଲି: ୧୧ ଗୋଟି ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଦ…

ଆଇପିଏଲରେ ଦ୍ରୁତ ବଲ ପକାଇଥିବା ୫ ବୋଲର

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଯୁବ ପେସ ବୋଲର ମୟଙ୍କ ଯାଦବ ଦ୍ରୁତ ବଲ ପକାଇ ଚହଳ ସୃଷ୍ଟି କରିଛନ୍ତି । ପଦାର୍ପଣ ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୧୫୫.୮ ପ୍ରତି ଘଂଟା ବେଗରେ ବଲ ପକାଇଥିଲେ । ଆଇପିଏଲ ଇତିହାସରେ ଏହା ୫ମ ଦ୍ରୁତ ବଲ ।…

ପଦ୍ମ ଧରିଲେ ଆକାଶ ଦାସନାୟକ, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ…

ଭଗବାନ ରାମ ଯେତେବେଳେ ସତ୍ୟ ପାଇଁ ଲଢେଇ କରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ନଥିଲା: ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ବିରୋଧରେ 'ଇଣ୍ଡିଆ' ମେଣ୍ଟ ଆଜି ଦିଲ୍ଲୀର ରାମଲିଳା ମଇଦାନରେ ଏକ ଶୋଭାଯାତ୍ରା କରିଥିଲା। ଏଥିରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ପ୍ରଭୁ ରାମଙ୍କ ଜୀବନୀ ବିଷୟରେ କହି ମୋଦୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ…

ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ, କହିଲେ କେବେ ବି ମୁଣ୍ଡ ନୁଆଁଇବ ନାହିଁ ଝାଡ଼ଖଣ୍ଡ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି…

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ‌ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ମେଣ୍ଟ ନିଜର ଶକ୍ତି ପ୍ରଦର୍ଶନ କରୁଛି।…

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ…

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ, 'ନିର୍ବାଚନ ପୂର୍ବରୁ ମ୍ୟାଚ୍…

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।…

ସିଏଏ ଲୋକଙ୍କୁ ବିଦେଶୀ କରିବାର ଏକ ଯୋଜନା: ମମତା

କୋଲକାତା: ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ (CAA)। କିଛି ରାଜନୈତୀକ ଦଳ ସିଏଏ କୁ ସମର୍ଥନ କରୁଥିବା ବେଳେ କିଛି ଦଳ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ । ନିର୍ବାଚନ ପରିବେଶରେ CAA ଏକ…