କୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ ଶାହାଜାନକୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ
କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଶାହଜାହାନ ଶେଖଙ୍କୁ ନିଜ ହେପାଜତକୁ ନେଇଛି। ପଶ୍ଚିମବଙ୍ଗ ସରକାର ଶେଶଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟ ସୀମା ଧାର୍ଯ୍ୟ…