Latest Odisha News

BREAKING NEWS

ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ଯୁବ ବର୍ଗ

ପାରାଦୀପ: ପାରାଦୀପରେ ତିନୋଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ଲିମିଟେଡର ୬୫ ହଜାର…

ଏହି ହିନ୍ଦୁ ରାଜା, ଯିଏ ମୁସଲିମ୍ ରାଜାଙ୍କ ଝିଅଙ୍କୁ କରିଥିଲେ ବିବାହ, ଆକବରଙ୍କ ଝିଅ ମଧ୍ୟ ଏଥିରେ ସାମିଲ୍

ଭୁବନେଶ୍ଵର: ମୁସଲିମ ଆକ୍ରମଣକାରୀ ଏବଂ ଭାରତର ହିନ୍ଦୁ ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବ୍ୟତୀତ ଭାରତ ଇତିହାସରେ ଅନେକ ରାଜନୈତିକ ଏବଂ ସାମାଜିକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହିପରି କିଛି ଘଟଣାରେ ମୁସଲମାନ ରାଜାଙ୍କ ଝିଅମାନଙ୍କ ସହିତ ହିନ୍ଦୁ ରାଜାମାନଙ୍କର ବିବାହ…

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ ମାମଲା । ଗତକାଲି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିବାବେଳେ, ଆଜି ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ଚଢାଉ କରିଛି ଇଡି । ଚଢାଉ ବେଳେ ପ୍ରୟାସକାନ୍ତିଙ୍କ…

ଦେଶର ଏହି ସହର ବିଶ୍ଵକୁ ଯୋଗାଏ ମଦ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଯେକୌଣସି ବି ସେଲିବ୍ରେଶନ ହେଉନା କାହିଁକି ଲୋକମାନେ ୱାଇନ୍ ପିଉଥିବା ତ ଆପଣ ନିଶ୍ଚୟ ଦେଖିଥିବେ । ଭାରତରେ ଏକ ସମୟ ଥିଲା ଯେତେବେଳେ ଫ୍ରାନ୍ସ, ଇଟାଲୀ ସମେତ ଅନ୍ୟ ଦେଶରୁ ୱାଇନ ବା ମଦ ଆମଦାନୀ ହେଉଥିଲା । କିନ୍ତୁ ଆଜି ସାରା ବିଶ୍ୱରେ ଭାରତୀୟ ମଦକୁ…

ଭୁବନେଶ୍ବରରେ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିସନରଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ । ଗସ୍ତ ସମୟରେ ବିଭିନ୍ନ ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିଶନ । ଚାଲିଛି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ।…

ଗିରଫ ହେଲେ କୋଟିପତି ଆରଟିଓ ବସନ୍ତ ମହାପାତ୍ର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବୌଦ୍ଧ: ବୌଦ୍ଧର କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଆରଟିଓ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ, ବୌଦ୍ଧ ଆରଟିଓ ଅଫିସ୍ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ…

ଏସିଆ ମହାଦେଶର ସବୁଠାରୁ ଉଚ୍ଚ ଶିବ ମନ୍ଦିର, ଗଢିବାକୁ ଲାଗିଥିଲା ୪୦ ବର୍ଷ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ରହିଛି । ଏଠାରେ ପ୍ରତି କୋଣ ଅନୁକୋଣରେ ମନ୍ଦିର ଦେଖିବାକୁ ମିଳେ । ଏପରି ଅନେକ ମନ୍ଦିର ଅଛି ଯାହା ଲୋକଙ୍କୁ ଚମତ୍କାରୀ ଏବଂ ରହସ୍ୟମୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହା ବିଷୟରେ ଆପଣ ଶୁଣି ଏହା ଏକ ରହସ୍ୟମୟ ମନ୍ଦିର…

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି ।…

ସ୍କର୍ପିଓ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୫ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର ଜିଲ୍ଲାର ନୋଖା ଥାନା ଅନ୍ତର୍ଗତ ରସିସର ଗାଁ ନିକଟରେ ଏକ ସ୍କର୍ପିଓ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆଜି ଭୋର ୫ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା…

ସେହି କୃଷକ ନେତା ଯିଏ ଇନ୍ଦିରା ଗାନ୍ଧୀଙ୍କ ରାଲିରେ ଛାଡିଥିଲେ ସିଂହ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଚାଷୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରୁ ଦିଲ୍ଲୀ ଆଡକୁ ଯାଉଥିବା କୃଷକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । MSP ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷକମାନେ ଅନେକ ଦାବି ନେଇ ଆନ୍ଦୋଳନ…