Latest Odisha News

BREAKING NEWS

ଏଏଫସି ଏସିଆନ କପ ଫୁଟବଲ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: କାତାରରେ ଖେଳାଯିବାକୁ ଥିବା ଏଏଫସି ଏସିଆନ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଶନିବାର ୨୬ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୂଖ୍ୟ କୋଚ ଇଗୋର ଷ୍ଟିମାକ ଏହାକୁ ଘୋଷଣା କରିଥିଲେ । ଏଏଫସି ଏସିଆନ କପରେ ଭାରତ ଗ୍ରୁପ ବିରେ ସ୍ଥାନ ପାଇଛି । ଏହି ଦଳରେ ଅଷ୍ଟ୍ରେଲିଆ, ଉଜବେକିସ୍ତାନ…

ଲାଞ୍ଚ ମାଗିବା ଅଭିଯୋଗରେ ବାରିପଦା ଫିଲ୍ଡ ଆସିଷ୍ଟାଣ୍ଟ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରେଶମ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଫିଲ୍ଡ ଆସିଷ୍ଟାଣ୍ଟ ବିଭୂତି କୁମାର ମଲ୍ଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ମୟୂରଭଞ୍ଜ (ତୁସର) ଗ୍ରାମ୍ୟ ଗବେଷଣା ଉନ୍ନୟନ ପରିଷଦର ଜଣେ…

ଖଣ୍ଡଗିରି ଅପହରଣ ମାମଲା: ପଇସା ପାଇଁ କାର ମାଲିକକୁ ଅପହରଣ କରିଥିଲା ଡ୍ରାଇଭର

ଭୁବନେଶ୍ୱର: ଦୀର୍ଘ ଘଣ୍ଟାର ନିରନ୍ତର ଖୋଜାଖୋଜି ପରେ ଶୁକ୍ରବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଅପହରଣ ହୋଇଥିବା ଶଙ୍କର୍ଷଣ ଓରଫ ପିଣ୍ଟୁ ସାହୁଙ୍କୁ କମିସନରେଟ୍ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଯାଜପୁର ଜିଲ୍ଲାରୁ ମିଳିଥିବା ପିଣ୍ଟୁକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା।…

ନବରଙ୍ଗପୁରରେ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ…

ରେସଲର ଭିନେଶ କର୍ତବ୍ୟ ପଥରେ ଛାଡି ଆସିଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ରେସଲର ଭିନେଶ ଫୋଗଟ ଶନିବାର କର୍ତବ୍ୟ ପଥରେ ତାଙ୍କୁ ମିଳିଥିବା ଅର୍ଜୁନ ପୁରସ୍କାରକୁ ଛାଡି ପଳାଇ ଆସିଛନ୍ତି । ସେ ଏହାକୁ ଫେରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲେ । ଫଳରେ ସେ ତାଙ୍କ ପୁରସ୍କାର…

ଓସିଏସ୍ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ସମେତ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ଶନିବାର ୧୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଆଶାୟୀ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ନିଯୁକ୍ତି ପରୀକ୍ଷା ପାଇଁ  ବୟସ ସୀମା ବୃଦ୍ଧି…

‘ଅଶୋଧିତ ତେଲ ଶସ୍ତା: କୋଟିପତିଙ୍କ ପକେଟ ଭରିବାକୁ ପେଟ୍ରୋଲ ଓ ଡିଜେଲ ଦର କମାଯାଉନି’

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। 'ଏକ୍ସ'ରେ ହିନ୍ଦୀରେ ଏକ ପୋଷ୍ଟରେ କଂଗ୍ରେସ ସାଧାରଣ ସମ୍ପାଦକ ଲେଖିଛନ୍ତି ଯେ ଗତ ୧୯ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୨୯…

ମା’-ଝିଅଙ୍କୁ ଠକି ଦେଲେ: ୫୧ପାଦ ଯାଇ ଫେରିବା ବେଳକୁ ଟଙ୍କା ସୁନା ନେଇ ଛୁ’ ମାରିଲେ 

ଢେଙ୍କାନାଳ: ଠାକୁର ଦର୍ଶନ କରାଇବା ଓ ରିଷ୍ଟ ଖଣ୍ଡନ ନାଁରେ ଟଙ୍କା ଓ ଲକ୍ଷାଧିକ ଟହଙ୍କାର ସୁନା ଲୁଟ୍ । ମୀନାବଜାର ରାସ୍ତାରୁ ମା’-ଝିଅଙ୍କଠାରୁ ଠକି ନେଲେ ୨ଭଣ୍ଡବାବା । ପରିବାର ଲୋକଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ । ମା’-ଝିଅ ୫୧ପାଦ ଯାଇ ଫେରିବା ବେଳକୁ ଚମ୍ପଟ ମାରିଥିଲେ…

ରାୟଗଡା ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: କୁଆଡ଼େ ଗଲା ମା’କୁ ସମ୍ମାନର ନାରା କହି ସିବିଆଇ ତଦନ୍ତ ଦାବି କଲା…

ଭୁବନେଶ୍ୱର: 'ମା'କୁ ସମ୍ମାନ'ର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଏବେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ 'ମା' ଗୃହର ୱାର୍ଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଶୋକସନ୍ତପ୍ତ ପରିବାରକୁ ହସ୍ତାନ୍ତର ନକରିବା ଶାସକ ଦଳର ନାରା ଏବଂ ରାଜ୍ୟ ସରକାରର…

ପାଣ୍ଡିଆନ ଓଡ଼ିଶା ଇତିହାସ ବାବଦରେ କିଛି ଜାଣନ୍ତି ନାହିଁ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କରେ ଜ୍ଞାନ ଅଭାବ ରହିଛି କହି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମାଲୋଚନା କରିଛନ୍ତି। କାନୁନଗୋ ପାଣ୍ଡିଆନଙ୍କୁ ଜଣେ ଭ୍ରାମ୍ୟମାଣ ମୁଖପାତ୍ର ବୋଲି କହି ପ୍ରତିକ୍ରିୟା ଦେଇ କଟାକ୍ଷ କରିଛନ୍ତି। ସେ ବିଜୁ ପଟ୍ଟନାୟକ…