Latest Odisha News

BREAKING NEWS

ମଶାଣୀରେ ଜଳୁଥିବା ଜୁଇ ପାଖରେ ଶୋଇଲେ ବୃଦ୍ଧ, କାରଣ ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଉତ୍ତରପ୍ରଦେଶ: ସାଧାରଣତଃ ହିନ୍ଦୁ ଧର୍ମରେ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ଶ୍ମଶାନକୁ ନେଇ ସେଠାରେ ଦାହ କରାଯାଇଥାଏ । ଶୁନଶାନ ସେହି ଶ୍ମଶାନଘାଟିରେ କେବଳ ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କର କାନ୍ଦିବାର ଶବ୍ଦ ଶୁଣାଯାଏ । ସେଠାକାର ପରିସ୍ଥିତି ଯେତିକି ଜଟିଳ ଥାଏ ସେତିକି ଭୟାନକ ମଧ୍ୟ…

ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ବୃଦ୍ଧି କଲେ ପାଇଁ ମୋଦୀ ସରକାର

ନୂଆଦିଲ୍ଲୀ: ସଞ୍ଚୟକାରୀଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ସ୍ୱରୂପ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ପୂର୍ବ ୮% ସୁଧ ହାର ତୁଳନାରେ ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି…

ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ, ବିଜେପି କହିଲା ବିଜେଡିକୁ ଦେବ କଡା ଟକ୍କର

ଭୁବନେଶ୍ୱର: ଆଗାମୀ ୨୦୨୪ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଜେପିର ଆଞ୍ଚଳିକ ପ୍ରଭାରୀ ସୁନୀଲ ବଂଶଲ ଏବଂ ଦଳର…

ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରମୁଖ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଶାସକ ଦଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ…

ସାଲାର ପରେ ଏହି ଫିଲ୍ମରେ ନଜର ଆସିବେ ସୁପରଷ୍ଟାର ପ୍ରଭାସ୍, ନିର୍ଦ୍ଦେଶକ ଦେଖାଇଲେ ପୋଷ୍ଟରର ପ୍ରଥମ ଝଲକ

ମୁମ୍ବାଇ: ସାଉଥଷ୍ଟାର ପ୍ରଭାସ୍ ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନିକଟରେ ପ୍ରଭାସଙ୍କ ଫିଲ୍ମ ସାଲାର ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକ ମାନେ ମଧ୍ୟ ବହୁତ ଭଲ ଭଲ ପ୍ରତିକ୍ରିୟା ଦେଇଛନ୍ତି । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରେକର୍ଡ କରିଛି । ଆୟରେ ମଧ୍ୟ ରେକର୍ଡ ଭାଙ୍ଗିଛି ସାଲାର | …

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଡିଜିପି ଭାବେ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ନିୟମିତ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ  ଏହି ଦାୟିତ୍ୱରେ ରହିବେ।…

ଅଯୋଧ୍ୟା ଗସ୍ତରେ ମୋଦୀ, ରେଳ ଷ୍ଟେସନ ଓ ବିମାନବନ୍ଦରର କଲେ ଉଦଘାଟନ

ଉତ୍ତରପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ଦେଇ ସ୍ବାଗତ ଜଣାଇଛନ୍ତି। ରୋଡ…

ଇଣ୍ଡଷ୍ଟ୍ରିରେ ୭ବର୍ଷ: ଅଭିନେତ୍ରୀ ସେୟାର କଲେ ତାଙ୍କ ଖୁସିର ମୂହୁର୍ତ୍ତ

ମୁମ୍ବାଇ: ରଶ୍ମିକା ମନ୍ଦାନା ଜଣେ ଏପରି ଅଭିନେତ୍ରୀ ଯିଏ କେବଳ ସାଉଥ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି | ଖୁବ୍ କମ୍ ସମୟ ମଧ୍ୟରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି | ରଶ୍ମିକାଙ୍କର ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି | …

ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ବର୍ଷା ଆଶଙ୍କା କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା…

ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାଇଁ ବିଏମସି ଲାଗୁ କଲା ‘ନୋ ୱାର୍କ ନୋ ପେ’ ନୀତି

ଭୁବନେଶ୍ୱର: ସମୟାନୁବର୍ତ୍ତୀତା ପରିବେଶ ସୃଷ୍ଟି କରିବା ଏବଂ କାର୍ଯ୍ୟ ଦକ୍ଷତା ବଜାୟ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି। ବିଏମସି କାର୍ଯ୍ୟାଳୟକୁ ୧୫ ମିନିଟ୍…