ହକି ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ
ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍ଆଇଏଚ୍ ପ୍ରୋ ଲିଗ୍(ମହିଳା ଓ ପୁରୁଷ) ୨୦୨୩-୨୪ । ଏହାର କେତେକ ଲିଗ୍ ଓଡ଼ିଶାରେ ମଧ୍ୟ ଖେଳାଯିବ । ଖେଳାଳି ଏବଂ ଅଧିକାରୀ ସୁରକ୍ଷିତ ଭାବେ ଯିବା ଆସିବା କରିବା ପାଇଁ ସରକାର ଦୁଇଟି ଏୟାରକ୍ରାଫ୍ଟ…