Latest Odisha News

BREAKING NEWS

ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ

ନୂଆଦିଲ୍ଲୀ : ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । କରୱା ଚୌଥ ପାଳନ ନ କରିବା ଜଣେ ମହିଳାଙ୍କର ନିଜ ଇଛା ଉପରେ ନିର୍ଭର କରେ । ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ…

କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗରରେ ଫାଣ୍ଡି ଉଦଘାଟିତ

ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…

ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ?: ବିଜେପି

ଭୁବନେଶ୍ୱର: ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ? ବିଜୁ ଜନତା ଦଳ\"ବିଫ୍ ଜନତା ଦଳ’ ହୋଇସାରିଛି କି? ବିଜେଡି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଟ୍ରୋଲରେ ଚାଲିବା କଣ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି । ବିଜୁ ଜନତା ଦଳର…

ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏଁ ବୃଦ୍ଧି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ…

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ…

କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୨୦୮/୮

ସେଂଚୁରିଆନ: କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ବିନିମୟରେ ୨୦୮ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୫୯ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ବାକି ୪ ଦିନ ୯୮ ଓଭର ଖେଳାଯିବ । ଟସ ଜିତି…

ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ୧୧ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୦ ମସିହା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ମୋହନ ଭୂୟାଁ ଏକ ବିଦ୍ୟାଳୟ ପରିସରରେ ଘରୋଇ ଟିଉସନ କରୁଥିଲେ । ଟିଉସନ ସାରିବା…