ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ଦାରୁ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କ ବିଷୟ ଆଲୋଚନା ଜାରିଥିବା ସମୟରେ ଏକ ପ୍ରଶ୍ନ ଉଠିଛି । ଯଥା :
୧. ସମୁଦ୍ରରେ ଭାସୁଥିବା ଶ୍ରୀକୃଷ୍ଣଙ୍କ ଦେହାବଶେଷ ବ୍ରହ୍ମ ଦାରୁରେ…