ଜାନୁଆରୀ ୬ରେ ଲକ୍ଷ୍ୟପଥ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ L1: ଇସ୍ରୋ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ସଫଳ ହେବା ଆଶା ଉଜ୍ବଳ । ଭାରତର ପ୍ରଥମ ସୋଲାର ମିଶନ୍ ‘ଆଦିତ୍ୟ L1’ ବର୍ତ୍ତମାନ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଭାରତର ହିଁ ସୂର୍ଯ୍ୟପୃଷ୍ଠରେ ପାଦ ଥାପିବ। ଆସନ୍ତା ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ L1 । ପୃଥିବୀଠାରୁ ୧୫…