Latest Odisha News

BREAKING NEWS

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ୍ ଟାୱାର

ସୁନ୍ଦରଗଡ଼: ଏଣିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ ଟାୱାର । ସେଥିପାଇଁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ । ଏହାଦ୍ୱାରା ଏହି ଅଞ୍ଚଳରେ ମାଓବାଦୀ ଗତିବିଧି…

ବୁଲେଟ୍‌ରେ ୨୨ଟି ଦେଶ ଭ୍ରମଣ କଲେଣି ଦମ୍ପତି

ନୂଆଦିଲ୍ଲୀ:ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି କେହି ପଢିବାକୁ ରୁଚି ରଖୁଥିବା ବେଳେ ଆଉ କିଏ ନାଚିବାକୁ ପସନ୍ଦ କରିଥାନ୍ତି । ସେହିପରି ଆଉ କିଏ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉକିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । ଅନେକ ଦମ୍ପତି ଅଛନ୍ତି…

ଯାତ୍ରୀଙ୍କ ସୁରକ୍ଷା ନେଇ ରାତିରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ

ରାଉରକେଲା: ଚକ୍ରଧରପୁର-ରାଉରକେଲା ମାଓବାଦୀ ପ୍ରବଣ ଅଞ୍ଚଳରେ ରାତିରେ ବନ୍ଦ ରହିବ ଟ୍ରେନ ଚଳାଚଳ । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଟ୍ରେନ ଚଳାଚଳ ବନ୍ଦ ରଖାଯିବ ବୋଲି ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି ।…

ପୁଣିଥରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ପଠାଇଲା ସମନ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ଥରେ ସମନ ଜାରି କରି ଆସନ୍ତା ୩ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଗତ ନଭେମ୍ବର ୨ ଏବଂ ଡିସେମ୍ବର ୨୧ ତାରିଖରେ ହୋଇଥିବା ଦୁଇଟି ସମନକୁ ଏଡ଼ାଇ ଯିବା ପରେ ତୃତୀୟ ଥର ପାଇଁ…

ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ: ପାକିସ୍ତାନ ରାଜନୀତି ସରଗରମ ହୋଇଛି । ୨୪ରେ ହେବାକୁ ଯାଉଛି ନିର୍ବାଚନ । ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି ।…

ମୋଟିଭେସନାଲ୍ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ ପତ୍ନୀ ୟାନିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ଗତ ୯ ତାରିଖରେ ଗୌତମ ବୁଦ୍ଧ ନଗରର ସେକ୍ଟର ୧୨୬ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ୟାନିକା ଓ ବିବେକ…

ନୂଆ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି: ଘେରିଲେ ବିରୋଧୀ, ବ୍ୟାକଫୁଟରେ ଶାସକ ଦଳ

ଭୁବନେଶ୍ୱର: ନୂଆ ଜିଲ୍ଲା ପ୍ରତିଷ୍ଠା ନେଇ ସରକାରଙ୍କ ସାମର୍ଥ୍ୟ ଉପରେ ଓଡ଼ିଶା ହାଇକୋର୍ଟ କଟକଣା ଜାରି କରିବା ପରେ ଶୁକ୍ରବାର ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟ ଦୋହଲି ଯାଇଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ ନଥିବା ଅଭିଯୋଗ କରି ବିଜେପି ନେତା…

ଡିଏମଡି ରୋଗର ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି, ସାମିଲ ହେଲେ ଛୋଟ ଛୁଆ

ଭୁବନେଶ୍ୱର: ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (ଡିଏମଡି) ରୋଗରେ ପୀଡିତ ଶିଶୁମାନେ ଶୁକ୍ରବାର ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେବା ସହ ସେମାନଙ୍କ ଚିକିତ୍ସା ଓ ସୁସ୍ଥତା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି। ଓଡ଼ିଶା ଡୁଚେନ୍ ମସ୍କୁଲାର୍ ଡିଷ୍ଟ୍ରୋଫି ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି…

ବର୍ଷକ ମଧ୍ୟରେ ସୁନ୍ଦରଗଡରେ ଦ୍ବିତୀୟ ଥର ମାଓ ପୋଷ୍ଟର, ଲୋକେ ଆତଙ୍କିତ

ସୁନ୍ଦରଗଡ: ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ)ର କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରେମ କୁମାର ଯାଦବଙ୍କ ନାମ ଥିବା ଏକ ମାଓ ପୋଷ୍ଟର ଉଦ୍ଧାର କରାଯାଇଥିଲା। ଏହାପରେ ଶୁକ୍ରବାର ପୁଣିଥରେ ଏହି ଅଞ୍ଚଳରେ ମାଓ ପୋଷ୍ଟର…

ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଯୁକ୍ତ ଦୁଇ ଫେଲ୍, କିନ୍ତୁ ଛଅଟି ଭାଷାରେ ଦକ୍ଷ

ଯାଜପୁର: ଧରାପଡ଼ିଥିବା କାଶ୍ମୀରର ଠକ ତଥା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀର କଲ୍ ଡିଟେଲ୍ ରିପୋର୍ଟ (ସିଡିଆର)କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ହାତରେ ଲାଗିଛି। ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗ ନେଇ ବୁଖାରୀ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତ ସହ…