ସ୍ତ୍ରୀ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ସ୍ୱାମୀ
ଚେନ୍ନାଇ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସାଧାରଣ କଥା । ହେଲେ ଅନେକ ସ୍ଥାନରେ ସାମନ୍ୟ ବଚସାରୁ ଆରମ୍ଭ ହୋଇଥିବା ଝଗଡା ଉଗ୍ର ରୂପ ନେଲେ କଥା ସରିଲା । ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଏପରି ହେଲା ଯେ, ସ୍ୱାମୀ ଜଣକ ୨୦ଟି ଗାଡି ଭାଙ୍ଗି ଦେଇଛନ୍ତି । ଏହା…