Latest Odisha News

BREAKING NEWS

ଜାନୁଆରୀ ୧୫ ସୁଦ୍ଧା ଇଣ୍ଡିଆ ମେଣ୍ଟର ହେବ ଆସନ ବୁଝାମଣା: ଜାଣନ୍ତୁ, କାହାକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଚାଲିଛି ହିସାବକିତାବ । କେଉଁଦଳ କେତେ ଆସନ ପାଇବ ? ଏ ନେଇ ଦ୍ୱନ୍ଦ୍ୱର ଅବସାନ ଜାନୁଆରୀ ତୃତୀୟ ସପ୍ତାହ ଅର୍ଥାତ ଜାନୁଆରୀ ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ ।    କଂଗ୍ରେସ ସହଯୋଗୀଙ୍କ ସହ ଆସନ ବୁଝାମଣା ପାଇଁ ୫ ଜଣ ସଦସ୍ୟଙ୍କୁ ନେଇ ଏକ…

ରାଉରକେଲାରେ କୋଲେରା ଆତଙ୍କ, ସରକାରୀ ରିପୋର୍ଟ ତୁଳନାରେ ବେସରକାରୀ ମୃତ୍ୟୁ ସଂଖ୍ୟା ଅଧିକ

ରାଉରକେଲା:  ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ କୋଲେରା ବା ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧୁସୂଦନପାଲିର ସାବିତ୍ରୀ ଗିରି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସହିତ ରାଉରକେଲାରେ କୋଲେରା ରୋଗରେ ଅଣଆନୁଷ୍ଠାନିକ…

ମକର ସଂକ୍ରାନ୍ତିରେ ନୀଳଗିରିରୁ ବାଲେଶ୍ବର ଗଡ଼ିବ ମେମୁ ଟ୍ରେନ୍!

ବାଲେଶ୍ୱର: ଖୁବଶୀଘ୍ର ନୀଳଗିରିର ଗୋଇନାଥପୁର ରେଳ ଷ୍ଟେସନରୁ ବାଲେଶ୍ୱର ଯାଏଁ ମେମୁ ଟ୍ରେନ୍ ଗଡ଼ିବ। ଦକ୍ଷିଣ-ପୂର୍ବ ରେଳପଥର ଆଞ୍ଚଳିକ ପ୍ରବନ୍ଧକ ଅନିଲ କୁମାର ମିଶ୍ର ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମେମୁ ଟ୍ରେନ ପାଇଁ ରେକ ଆସିସାରିଛି ଏବଂ ମନ୍ତ୍ରଣାଳୟ…

ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ଇତିହାସ ରଚିଲା ମ୍ୟାନ୍ ଇନ୍ ବ୍ଲ୍ୟୁ

ବୋଲାଣ୍ଡ ପାର୍କ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏକପାଖିଆ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମ୍ୟାଚକୁ କବଜା କରିବା ସହିତ ଦିନିକିଆ ସିରିଜ ନିଜ ନାଁରେ କରିଛି। ଭାରତ ଏହି ସିରିଜକୁ ୨-୧ରେ କବଜା କରିଛି।…

ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ଆଉ ଜଣେ ଯବାନ ଶହୀଦ

ପୁଞ୍ଚ: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ତିନିଜଣ ସୈନିକ ଘଟଣାସ୍ଥଳରେ ଶହୀଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ,…

କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଭେଟି: କମିଲା ଏଲପିଜି ଦାମ

ନୂଆଦିଲ୍ଲୀ:ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଭେଟି । କେନ୍ଦ୍ର ସରକାର ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ କରିଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ କମର୍ସିଆଲ ସିଲିଣ୍ଡରର ଦାମ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି । ଦର କମିବା ପରେ ଦିଲ୍ଲୀରେ ୧୯ କେଜି…

ଦେଶରେ ଥିବା ୧୦ଟି କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ରହିଛି: କେନ୍ଦ୍ର ସରକାର

ଭୁବନେଶ୍ୱର: ଗୁରୁବାର ଦିନ ଭାରତ ସରକାର ରାଜ୍ୟସଭାରେ ଦେଇଥିବା ଏକ ବୟାନରେ ଦେଶରେ ୧୦ଟି କଳାବାଘ (ମେଲାନିଷ୍ଟିକ୍ ଟାଇଗର୍) ଥିବା ନେଇ ପ୍ରକାଶ କରିଛନ୍ତି। ଏହି ସମସ୍ତ ବାଘ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ଭାବେ ଦେଖିବାକୁ ମିଳନ୍ତି ବୋଲି କୁହାଯାଇଛି। ସଂସଦର…

ଯାଜପୁରର ପୂର୍ବତନ ସିଡିଏମଓଙ୍କୁ ଛୁରା ମାଡ଼, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଭୋର୍ ସମୟରେ ଉଠିଥିଲେ ଠାକୁର ସେବା କରିବାକୁ। ଏଥିପାଇଁ ଘର ବାହାରେ ଥିବା ଠାକୁର ଘରକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ଭିଆଇଛନ୍ତି ଲଙ୍କାକାଣ୍ଡ । ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ତଥା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରଘୁନାଥ ପାଢ଼ୀଙ୍କୁ…

ସୀମାନ୍ତରେ ଲାଲ ଆତଙ୍କ: ବିସ୍ଫୋରଣ ରେଲୱେ ଟ୍ରାକ ଉଡ଼ାଇ ଦେଲେ ନକ୍ସଲ

ରାଉରକେଲା:ସୀମାନ୍ତରେ ଲାଲ ଆତଙ୍କ । ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିବାବେଳେ ବିଳମ୍ବିତ ରାତିରେ ବିସ୍ଫୋରଣରେ ଉଠାଇ ଦେଇଛନ୍ତି…

ରାଉରକେଲା ନିକଟରେ ରେଳଧାରଣା ଉଡାଇ ଦେଲେ ମାଓବାଦୀ

ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ଓ ମନୋହରପୁର ରେଳ ଷ୍ଟେସନ୍ ମଝିରେ ଥିବା ବିନୁଆଁ ଗ୍ରାମରେ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେବା ପରେ ହାଓ୍ୱଡା-ନାଗପୁର-ମୁମ୍ବାଇ ରେଳପଥରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିସ୍ଫୋରଣ ସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର…