ରାଉରକେଲାରେ ୫୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଲୁଟ୍, ୨ ଅଭିଯୁକ୍ତ ଗିରଫ
ରାଉରକେଲା: ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ଘଟଣାରେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୫୧୨ ଗ୍ରାମ୍ ଅଳଙ୍କାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ହେବ । ତେବେ ଗତ ୧୫ ତାରିଖରେ ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ…