Latest Odisha News

BREAKING NEWS

ପ୍ରଥମେ ବାପା ଆଉ ଏବେ ୨ପିଲାଙ୍କୁ ଅନାଥ କରି ଚାଲିଗଲେ ମା’, ଆପଣଙ୍କୁ ବି କନ୍ଦାଇଦେବ ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ…

ନୂଆଦିଲ୍ଲୀ: “ମା’ ତୁ କେଉଁଠି ଅଛୁ । କେତେବେଳେ ଆସିବୁ । ଜାଣିଛୁ ୩ଦିନ ହେଲାଣି ଆମେ ଭଲରେ ଖାଇନାହୁଁ । ଯେବେ ବାପା ଆମକୁ ଛାଡି ଚାଲିଯାଇଥିଲେ ସେତେବେଳେ ତୁ ଆମ ପାଇଁ ସବୁକିଛି ଥିଲୁ । ଏବେ କିନ୍ତୁ ତୁ ବି ଆମକୁ ଛାଡିଚାଲିଗଲୁ । ଏବେ ଆମେ କେମିତି ବଞ୍ଚିବୁ । କିଏ ସେ ଆମକୁ ଖୁଆଇ ଦେବ ।…

ସଂସଦରେ ସୁରକ୍ଷା ଭଙ୍ଗ: ରାହୁଲଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ'ଣ…

ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ନିର୍ଯାତନା; ରଶିରେ ବାନ୍ଧି ନିସ୍ତୁକ ପିଟିଲେ

ଭୋପାଳ: ନମସ୍କାର ନକରିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । ଉଚ୍ଚଜାତିର ଲୋକଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ଜଣେ ଦଳିତ ବୃଦ୍ଧଙ୍କୁ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଛତରପୁରରେ । ସୂଚନା ଅନୁସାରେ, ଖଜୁରାଓ ଥାନା ଉଦୟପୁରା ଗାଁର ନାଥୁରାମ…

ଦିଲ୍ଲୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୀର୍ଷ ନେତାଙ୍କୁ ଭେଟିବେ ବିଜେପି ନେତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ସେତିକି ପ୍ରସ୍ତୁତିକୁ ଜୋରଦାର କରିବା ସହ ନିର୍ବାଚନୀ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ସମସ୍ତ ୨୨ ଜଣ…

ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ସୁନ୍ଦରଗଡ଼: ଭୋଜି ସାରି ଫେରିବା ବେଳେ ଅଟୋ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସଦର ଥାନା ତେଲେନଡିହିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ। ହାଇୱା ଧକ୍କା ହେବା ପରେ…

ଜୀବନବିମା ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ?

ବାଲେଶ୍ୱର: ଭୋଗରାଇ ବ୍ଳକ ଅନ୍ତର୍ଗତ ବେଲଦା ଗ୍ରାମରେ ରବିବାର ଜଣେ ବୃଦ୍ଧା ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ମୃତଦେହ ଘର ବାରଣ୍ଡାରେ ଅଧା ପୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପୁଅ ଶମ୍ଭୁନାଥଙ୍କ କହିବାନୁସାରେ, ପାରିବାରିକ…

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା। ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର…

ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ…

ୟୁରୋପରୁ ଲିବିୟା ଯିବାବେଳେ ମଝି ସମୁଦ୍ରରେ ବୁଡିଗଲା ଜାହାଜ, ୬୧ ଶ୍ରମିକ ମୃତ

ଟ୍ରିପୋଲି: ମଝି ସମୁଦ୍ରରେ ଜାହାଜ ବୁଡି ଯିବାରୁ ୬୧ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଲିବିୟା ସୀମାରେ ଘଟିଛି ଅଘଟଣ। ଲିବିୟାର ଉତ୍ତର -ପଶ୍ଚିମ ଘାଟ ଜୁବାଶାରୁ ବାହାରିବା ପରେ ଉଚ୍ଚ ଲହଡି ଯୋଗୁ ଓଲଟି ପଡିଥିଲା । ଜାହାଜ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି ।ଏନେଇ ଇଣ୍ଟରନ୍ୟାସନାଲ…

ପ୍ରଥମ ଦିନିକିଆରେ ଭାରତ ନିକଟରୁ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ଅର୍ଶଦୀପଙ୍କୁ ୫ ୱିକେଟ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୭.୩ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଟୋନୀ ଡେ…