ଅଲିଭ ରିଡଲେଙ୍କ ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ
ବାଲେଶ୍ୱର: ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ । ଚାନ୍ଦିପୁରର ଆଇଟିଆରରୁ ୩ ମାସ ଧରି ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ଲକ୍ଷାଧିକ ଅଲିଭ ରିଡ୍ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ୱରରୁ…