Latest Odisha News

BREAKING NEWS

ନିଆରା ଢଙ୍ଗରେ ପ୍ରତିବାଦ: ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ଲଣ୍ଡା ହେଲେ ମହିଳା

କୋଲକାତା : ମହିଳାଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ସର୍ବସାଧାରଣ ସ୍ଥାନରେ କାନ୍ଦି କାନ୍ଦି ନିଜ ମୁଣ୍ଡର କେଶ କାଟି ଲଣ୍ଡା ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି…

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମନ୍ଦିରର ଉଦଘାଟନ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ । ତେବେ ତା’ପୂର୍ବରୁ ସାମ୍ନାକୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ସୋସିଆଲ…

ଛାତ୍ରୀଙ୍କ ସହ ‘ଗୁଲାବୀ ସାରାରା’ ଗୀତରେ ଡ଼୍ୟାନ୍ସ କଲେ ଶିକ୍ଷୟିତ୍ରୀ, ପ୍ରଶଂସା କଲେ ଲୋକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ…

ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ହତ୍ୟାକାଣ୍ଡ, ପୋଖରୀରୁ ମୃତଦେହ ହୋଇଥିଲା ଉଦ୍ଧାର

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି…

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ମିଳିଛି କି ନାହିଁ… ଛାତ୍ରୀ ଉତ୍ତର ଦେଲେ ନା…

ରାଞ୍ଚି: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସଭାରେ ସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଥିଲେ।…

ରାଜ୍ୟରେ ‘ଏସ୍‌ସି କମିଶନ’ ପ୍ରତିଷ୍ଠା ନକରିବା ବିଜେଡି ସରକାରଙ୍କ ଦଳିତ ବିରୋଧୀ ମାନସିକତା

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସରକାରଙ୍କ “ଏସସି ଆଡଭାଇଜୋରି କମିଟି”ର ବୈଠକ ଆଦୌ ବସୁନାହିଁ । ଦଳିତମାନଙ୍କ ଉପରେ “ଆଟ୍ରୋସିଟି କେଶ୍‌” ରାଜ୍ୟରେ ପ୍ରତିଦିନ ବଢ଼ୁଛି । କିନ୍ତୁ ଦଳିତମାନେ…

ଆୟକର ରେଡ୍: ଦୁର୍ନୀତିର ଗନ୍ଧ ବାରି ବିଜେଡି ଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାରା ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କରେ ଚାଲିଥିବା ଆୟକର ଚଢ଼ଉରେ ୩୦୦ କୋଟି ଟଙ୍କାର ବେଆଇନ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ଏବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ବିଜେପି ପ୍ରଶ୍ନ ଉଠାଇଛି। ଝାଡଖଣ୍ଡର କଂଗ୍ରେସ…

ମଦ କାରବାର ଉପରେ ଆଇଟି ରେଡରେ ନୂଆ ଟ୍ବିଷ୍ଟ, କିଏ ଏହି ଇନ୍ସପେକ୍ଟର ତିଓ୍ୱାରୀ?

ବଲାଙ୍ଗୀର: ଓଡ଼ିଶାରେ ମଦ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ଜାରି ରଖିଥିବା ବେଳେ ଏହାର ଆଶ୍ଚର୍ଯ୍ଯଜନକ ପରିଣାମ ଏବେ ଦେଖିବାକୁ ମିଳୁଛି। ଶନିବାର ବଲାଙ୍ଗୀର ଜିଲ୍ଲାର ସୁଦପଡା ମଦଭାଟିରୁ ପୁଣି ଥରେ ନଗଦ ଟଙ୍କା ଠାବ କରିବା ପରେ ପ୍ରମାଣର ଗଦା ବଢ଼ିବାରେ ଲାଗିଛି। ଏହି…

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସମ୍ଭାବନା, ତାପମାତ୍ରା ତଳମୁହାଁ

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଥଣ୍ଡାରୁ ଆଶ୍ୱସ୍ତି ମିଳୁଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହେବାର ପୂର୍ବାନୁମାନ…

ରାୟଗଡ଼ାରେ ଭୟାବହ ଅଗ୍ନିକାଣ୍ଡ ଘଟି ପିଭିସି ପାଇପ ପୋଡି ପାଉଁଶ

ରାୟଗଡା: କାଶୀପୁର ବ୍ଲକ୍ ଖୁରି ଗାଁରେ ଥିବା ଏକ ଗୋଦାମରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ପିଭିସି ପାଇପ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କିଣାଯାଇଥିବା ପାଇପ୍ଗୁଡ଼ିକ ନିଆଁ ଲାଗିବା ସମୟରେ ଏକ…