ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ…