Latest Odisha News

BREAKING NEWS

ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଗଲେ ୮ କୃଷ୍ଣସାର ମୃଗ । ଏଥିରେ ୪ଟି ମାଈ ଓ ୪ଟି ଅଣ୍ଡିରା କୃ୍‌ଷ୍ଣସାର ମୃଗ ରହିଛନ୍ତି । ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତରେ ବହୁତ କମ୍ ଦେଖାଯାଆନ୍ତି । ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ…

ସବୁ ରାଜ୍ୟର ସିଏମଙ୍କ ଦରମା ଭିନ୍ନ ଭିନ୍ନ,ତେଲେଙ୍ଗାନା ସିଏମଙ୍କ ଦରମା ସବୁଠୁ ବେଶୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ନିର୍ବାଚନର ଫଳାଫଳ ଆସିଛି । ଖୁବ ଶୀଘ୍ର ଏହି ରାଜ୍ୟଗୁଡ଼ିକରେ ନୂତନ ସିଏମ୍ ଦାୟିତ୍ୱ ଗ୍ରହଣ କରିବେ । ତେବେ ଏହି ୫ ଟି ସିଏମ୍ ମଧ୍ୟରେ କିଏ ସର୍ବାଧିକ ବେତନ ପାଇବେ ଓ କେତେ ପାଇବେ ଜାଣନ୍ତୁ । ତେଲେଙ୍ଗାନା ସିଏମ…

୮୦୦ ବର୍ଷର ସୁନା ଗଛ,ଦେଖିବାକୁ ଲୋକଙ୍କ ଭିଡ଼

ଦକ୍ଷିଣ କୋରିଆ: ଗଛ କଟା ହେବା ଯୋଗୁ ଗ୍ଲୋବାଲ ୱାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜଙ୍ଗଲ କାଟି ସଫା କରି ଦିଆଯାଉଛି । କିନ୍ତୁ ମନୁଷ୍ୟ ଜାଣିବା ଦରକାର ନିଜ ପାଇଁ ଗଛ ଏବଂ ଉଦ୍ଭିଦ ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଗଛ ରହିଛି ଯାହା…

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭିଡିଓ ଭାଇରାଲ

ମୋବାଇଲରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି । ଖାସ୍ କରି ଯୁବତୀମାନେ ପ୍ରତି ଫଟୋ ପାଇଁ ବିଭିନ୍ନ ପ୍ରକାର ଷ୍ଟାଇଲିଶ ଫିଲଟର ବ୍ୟବହାର କରନ୍ତି । ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ମୃତ ବାପାଙ୍କ ଫଟୋରେ ଫିଲଟର ଲଗାଇ…

ଏମିତି ଗଞ୍ଜା, ଯିଏ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ

ୱାଶିଂଟନ: ମଣିଷ ଘରେ ବିଭିନ୍ନ ପ୍ରକାର ପ୍ରାଣୀ ରଖିବାକୁ ପସନ୍ଦ କରିଥାନ୍ତି । କେହି କେହି କୁକୁର ରଖୁଥିବା ବେଳେ ଆଉ କେହି ଠେକୁଆ, ସାପ,ଶୁଆ ଆଦି ରଖିବାକୁ ଭଲ ପାଇଥାନ୍ତି । ଏବେ ଗଞ୍ଜାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଗଞ୍ଜା ଜୋତା ପିନ୍ଧି…

ଟୁଥବ୍ରଶକୁ ଖାଇଦେଲେ ମହିଳା,ବିଗିଡ଼ି ଗଲା ଅବସ୍ଥା

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ । ଟୁଥ୍‌ବ୍ରଶକୁ ନେଇ ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।…

ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ । କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଡିଲ୍ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ । ଘଟଣାରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ…

ଚୀନକୁ ଶକ୍ତ ଧକ୍କା, ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭରୁ ଓହରିଲା ଇଟାଲୀ

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭ ପ୍ରୋଜେକ୍ଟକୁ ଶକ୍ତ ଧକ୍କା ଲାଗିଛି । ଇଟାଲୀ ବିଧିବଦ୍ଧ ଭାବେ ଏଥିରୁ ଓହରି ଯାଇଛି । ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ମାର୍ଚ୍ଚ ୨୦୨୪ରେ ପ୍ରୋଜେକ୍ଟ ଏକ୍ସପାୟରୀ ହେବାକୁ ଥିଲା । ଏହା ଶେଷ ହେବା ପୂର୍ବରୁ ଚୀନକୁ ଇଟାଲୀ…

ଅନୁଗୁଳରେ ରାଜ୍ଯପାଳ ରଘୁବର ଦାସ 

ଅନୁଗୁଳ: ଦୁଇ ଦିନିଆ ଅନୁଗୁଳଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ପ୍ରଥମେ ନାଲକୋ ଗେଷ୍ଟ ହାଉସରୁ ବାହାରି ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡି-ଖ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ତୁରଙ୍ଗ ପଞ୍ଚାୟତର SHG ମହିଳାମାନଙ୍କ ସହିତ ବିଭିନ୍ନ ବିଷୟରେ…

ଏନଡିପିଏସ କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର ଜବତ କୋକେନ

ପାରାଦୀପ: କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ କୋର୍ଟରେ କଡା ସୁରକ୍ଷା ମଧ୍ୟରେ ଦାଖଲ ହୋଇଛି ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା ଏହି କୋକେନ । ୨୨ ପ୍ୟାକେଟ ରୁ ୨୨ ଟି ନମୁନା ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ପରେ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ମାନ ପରୀକ୍ଷା ପାଇଁ…