Latest Odisha News

BREAKING NEWS

କ୍ୟାପସୁଲରେ ଅନ୍ତରୀକ୍ଷକୁ ଜୀବ ପଠାଇଲା ଇରାନ

ତେହେରାନ: ଇରାନ ସ୍ୱତନ୍ତ୍ର ଭାବେ ନିର୍ମିତ କ୍ୟାପସୁଲରେ ଗୋଟିଏ ଜୀବକୁ ଅନ୍ତରୀକ୍ଷ ପଠାଇଛି । ଏହି ପରୀକ୍ଷଣ ସଫଳ ହେଲେ ମଣିଷକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଇରାନ ଟେଲିକମ୍ୟୁନିକେଶନ ମିନିଷ୍ଟର ଈଶା ଜୋରପୋର ଏହି ସୁଚନା ପ୍ରଦାନ କରିଛନ୍ତି । ରକେଟ ସଲମାନରୁ ଏହି…

ସୀମା ହାଇଦର ପିଲାଙ୍କୁ ହିନ୍ଦୁ କରିବାକୁ କରୁଛନ୍ତି ଷଡଯନ୍ତ୍ର ! ଅଭିଯୋଗ ଆଣିଲେ ସ୍ୱାମୀ ଗୁଲାମ

ଇସଲାମାବାଦ: ସୀମା ହାଇଦରଙ୍କୁ ନେଇ ପୁଣି ଏକ ନୂଆ କଥା ସାମନାକୁ ଆସିଛି। ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବାକୁ ଏକ ଷଡଯନ୍ତ୍ର କରାଯାଇଛି। ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ସେ ପାକିସ୍ତାନ…

ପୁଅ, ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଡାକ୍ତରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ମୃତକ ଚକ୍ଷୁବିଶେଷଜ୍ଞ ଅରୁଣ ସିଂ। ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟରତ…

‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ‘ଲସ୍କର୍‌-ଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦନାନ୍‌ ଅହମ୍ମଦ ତଥା ହଞ୍ଜଲା ଆଦନାନ୍‌କୁ ଗୁଳି କରି ହତ୍ୟା । କରାଚିରେ ଲସ୍କର ଆତଙ୍କବାଦୀ ହଞ୍ଜଲା ମୃତ୍ୟୁ ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ‘ଲସ୍କର୍‌-ଏ-ତୋଏବା’ର ମୁଖ୍ୟ ହାଫିଜ୍‌ ସଇଦର ଘନିଷ୍ଠ…

ପିସିସି ପକ୍ଷରୁ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଆଜି ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ । ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ…

ରାହୁଲଙ୍କ ଫୋନ ପାଇବା ପରେ ମେଣ୍ଟ ବୈଠକକୁ ନ ଆସିବାର କାରଣ କହିଲେ ମମତା

ନୂଆଦିଲ୍ଲୀ: ମେଣ୍ଟରେ ଫାଟ ଜଳ ଜଳ ଦିଶିଲାଣି । ଏକ ହେଉଛନ୍ତି ବିରୋଧୀ ହେଲେ କଂଗ୍ରେସ ଉପରେ ଭରସା କରିପାରୁ ନାହାନ୍ତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆସ୍ଥା ହରାଇଲେଣି କି ମେଣ୍ଟ ସଦସ୍ୟ ? କାହିଁକି ମେଣ୍ଟ ବୈଠକକୁ ଆସିବା ପାଇଁ ମନା କରିଦେଲେ ?  ମେଣ୍ଟ ବୈଠକ ତାରିଖ…

୧୩ରେ ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

ନୂଆଦିଲ୍ଲୀ: ହତ୍ୟା ଷଡ଼ଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ । ଭାରତକୁ ପୁଣି ଧମକ ଦେଇଛି ପନ୍ନୁ । ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ।ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ତେବେ ଡେସେମ୍ବର ୧୩ରେ…

ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ହୋଇଛି । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । କିଛି ଦିନ ହେବ ଆନାକୋଣ୍ଡା ସାପଟି ଅସୁସ୍ଥଥିବାବେଳେ, ଗତକାଲି ଠାରୁ ସାପଟି ଖାଦ୍ୟ ଖାଉନଥିଲା । ଏହାସହ ବୁଲାବୁଲି କରି…

୬୧ ତମ ଗୃହରକ୍ଷୀ ଦିବସ: ଭୁବନେଶ୍ଵର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳିତ

ଭୁବନେଶ୍ଵର: ଆଜି ୬୧ ତମ ଗୃହରକ୍ଷୀ ଦିବସ । ଭୁବନେଶ୍ଵର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ବିଭାଗରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।…

ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା : ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ ମଣିଷ ଲଢେଇ  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି  । ତ କେତେବେଳେ ହାତୀର ଜୀବନ ଯାଉଛି । ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ । ସେ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ…