Latest Odisha News

BREAKING NEWS

ଚର୍ଚ୍ଚାରେ ମିଜୋରାମର ସର୍ବ କନିଷ୍ଠ ବିଧାୟିକା

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ଼ଏମପିର ତିନିଜଣ ମହିଳା ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେମାନଙ୍କ ଭିତରୁ ଜଣେ ବିଧାୟିକାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଧାୟକ ଜଣକ ହେଉଛନ୍ତି ବେରିଲ୍ ଭାନେହସଙ୍ଗି । ଏବେ ସେ ମିଜୋରାମର ସର୍ବକନିଷ୍ଠ ବିଧାୟିକା ଭାବେ…

ଜମ୍ମୁ-କଶ୍ମୀରେ ଖାଇକୁ ଖସିଲା ଗାଡ଼ି, ୭ ପର୍ଯ୍ୟଟକ ମୃତ

ଜମ୍ମୁ-କଶ୍ମୀର: ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଜୋଜିଲା ଦରେ ଅଞ୍ଚଳରେ ଖାଇକୁ ଭ୍ଯାନ ଖସି ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିବା…

ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପଞ୍ଜୀକରଣ ଆବେଦନ ଖାରଜ

କଟକ: ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତ୍ୟୁଷା ନନ୍ଦଙ୍କ ସହ ବିବାହ ପଞ୍ଜିକରଣ ପାଇଁ ତାଙ୍କ ଆବେଦନକୁ କଟକ ଜିଲ୍ଲା ସବ୍ ରେଜିଷ୍ଟ୍ରାର (ଡିଏସ୍ଆର) କାର୍ଯ୍ୟାଳୟ ପକ୍ଷରୁ ଖାରଜ କରି ଦିଆଯାଇଛି। ଡିଏସ୍ଆର୍ ଏହି ଆବେଦନରେ ତ୍ରୁଟି…

ପରାଜୟ ପରେ କଂଗ୍ରେସ ନେତା କହିଲେ ଇଭିଏମରେ ଚିପ୍ ଲାଗିଥିବାରୁ ହ୍ୟାକ ହୋଇପାରିବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ହ୍ୟାକ୍ ହୋଇପାରେ ଏବଂ ସେ ୨୦୦୩ ମସିହାରୁ ଇଭିଏମ୍ ଭୋଟିଙ୍କୁ ବିରୋଧ କରି ଆସୁଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ…

ରେଳଧାରଣା ଉପରେ ପଥର ଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନ୍‌ଲାଇନ୍‌ରେ ପଥର ପଡ଼ିଛି । ଫଳରେ କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆରୁକୁ-କୋଟାୱ୍ୱାଲସା ମଧ୍ୟରେ ଶିବଲିଙ୍ଗପୁରମ ନିକଟରେ ରେଳଧାରଣାରେ ପଥର…

ରାଜସ୍ଥାନରେ ବିଜୟ ସତ୍ବେ ବିଜେପିକୁ ଅଡ଼ୁଆ ବସୁନ୍ଧରା ରାଜେ?

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।…

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା…

ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ: ୬୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ସହ ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶାର…

ଡିଏମକେ ନେତାଙ୍କ ବିବାଦୀୟ ବୟାନ, ବିଜେପି ‘ଗୋମୂତ୍ର ରାଜ୍ୟ’ରେ ହିଁ କେବଳ ଜିତିବ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବିଜେପିର ବିଜୟକୁ ଗୋମୂତ୍ର ରାଜ୍ୟ ବୋଲି କହି ବିବାଦରେ ଡିଏମକେ ନେତା। ସେ କହିଛନ୍ତି ବିଜେପି କେବଳ ହିନ୍ଦୀ ଭାଷା ଭାଷି ବା ଗୋମାତାକୁ ଯେଉଁଠି ଗୁରୁତ୍ବ ଦିଆଯାଉଛି ସେଠାରେ ବିଜୟୀ ହୋଇପାରିବ। ଅନ୍ୟ ରାଜ୍ୟରେ ପାଦ ଚିହ୍ନ ରଖିପାରିବ ନାହିଁ।…

ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ହାର୍ଦ୍ଦିକଙ୍କୁ ଲାଗିବ ଆହୁରି ୧୮ ସପ୍ତାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ…