Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା…

ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ: ୬୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ସହ ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶାର…

ଡିଏମକେ ନେତାଙ୍କ ବିବାଦୀୟ ବୟାନ, ବିଜେପି ‘ଗୋମୂତ୍ର ରାଜ୍ୟ’ରେ ହିଁ କେବଳ ଜିତିବ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବିଜେପିର ବିଜୟକୁ ଗୋମୂତ୍ର ରାଜ୍ୟ ବୋଲି କହି ବିବାଦରେ ଡିଏମକେ ନେତା। ସେ କହିଛନ୍ତି ବିଜେପି କେବଳ ହିନ୍ଦୀ ଭାଷା ଭାଷି ବା ଗୋମାତାକୁ ଯେଉଁଠି ଗୁରୁତ୍ବ ଦିଆଯାଉଛି ସେଠାରେ ବିଜୟୀ ହୋଇପାରିବ। ଅନ୍ୟ ରାଜ୍ୟରେ ପାଦ ଚିହ୍ନ ରଖିପାରିବ ନାହିଁ।…

ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ହାର୍ଦ୍ଦିକଙ୍କୁ ଲାଗିବ ଆହୁରି ୧୮ ସପ୍ତାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ…

ଏମପିର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ରାଜ୍ୟ ରାଜନୀତିରୁ ‘ମାମା’ ନେବେ କି ବିଦାୟ?

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓରଫ ମାମା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନା ଆଉ କିଏ ? ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଶିବରାଜ ସିଂହ ଚୌହ୍ବାନ ଦେଇଥିବା ବୟାନ…

ସିକ୍କିମ ପ୍ରଳୟଙ୍କରୀ ବନ୍ୟାର ୬୦ ଦିନ ପରେ ବି ୭୭ ନିଖୋଜଙ୍କ ମିଳୁନି ପତ୍ତା

ଗ୍ୟାଙ୍ଗଟକ: ସିକ୍କିମର ତିସ୍ତା ନଦୀରେ ଫ୍ଲାସ ଫ୍ଲଡକୁ ୨ମାସ ବିତିଯାଇଛି। ହେଲେ ଏଯାଏ ନିଖୋଜ ଥିବା ୭୭ଜଣଙ୍କ ପତ୍ତା ମିଳୁନି । ୪୦ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜଙ୍କୁ ଖୋଜାଖୋଜି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ୟା ପରେ ୫ବର୍ଷ ପଛକୁ…

ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା

ଭୁବନେଶ୍ବର: ଉଦବେଗ ବଢାଇଲା ଗତ ୪ ବର୍ଷର ରିପୋର୍ଟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟ କହୁଛି । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫…

କଂଗ୍ରେସରେ ଯୋଗଦେଲେ ଡାକ୍ତର ଶରତ ମିଶ୍ର

ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି । ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ…

ମକା କ୍ଷେତ୍ର ପ୍ରଦର୍ଶନରେ ଅହେତୁକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭିକେ ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି ଏହା ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ଗ୍ରାସ ଚାଷୀମାନଙ୍କର ବିଭିନ୍ନ…