Latest Odisha News

BREAKING NEWS

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ, ୧୧ ପର୍ବତାରେହୀ ମୃତ, ଆଲର୍ଟ ଜାରି

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ ଘଟି ୧୧ ପର୍ବତାରେହୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ସୁମାତ୍ରାର ମାରପି ଆଗ୍ନେୟଗିରି ହଠାତ ଉଦଗୀରଣ ହୋଇଥିଲା । ଏଥିରେ ୧୨ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ତେବେ ବିପଦକୁ ଏଡାଇବା ପାଇଁ ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସାମୟିକ…

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ ହତ୍ୟା କଲା ପିଶାଚ ଭାଇ

କନ୍ଧମାଳ: ରକ୍ତ ସମ୍ପର୍କ ଭାଇ ସାଜିଲା ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଲା କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ ପରେ ହତ୍ଯା କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପଦ ଥନା ଅଞ୍ଚଳରେ । ଗିରଫ ହେବା ପରେ…

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ…

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ…

ହନିଟ୍ରାପ୍‌ ମାମଲା: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ…

ଜାତୀୟ ସବ ଜୁନିୟର କିରୋଗୀ, ପୁମସୀ ଏବଂ କ୍ୟାଡେଟ ପ୍ରତିଯୋଗିତା: ପୁମସିରେ ଓଡିଶା ଚାମ୍ପିୟନ

ଡେରାଡୁନ: ଏଠାରେ ୩୭ତମ ଜାତୀୟ ସବ ଜୁନିୟର କିରୋଗୀ, ୧୧ତମ ପୁମସି ଓ ୬ଷ୍ଠ ତମ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁମସି ଇଭେଂଟରେ ଓଡିଶା ଓଭରାଲ ୧୮ ସ୍ୱର୍ଣ୍ଣ ଓ ୨ ରୌପ୍ୟ ଜିତି ଚାମ୍ପିୟନ ହୋଇଛି । ସେହିପରି କିରୋଗୀରେ ୬ଟି ରୌପ୍ୟ ଓ ୧୪ କାଂସ୍ୟ ପଦକ ସହ ଓଡିଶା ରନର୍ସଅପରେ…

ମଣିପୁରରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ, ଗୁଳିବିନିମୟରେ ଗୋଟିଏ ଗାଁରେ ୧୩ ମୃତ

ଇମ୍ଫାଲ୍: ପୁଣି ଅଶାନ୍ତ ହେଲା ମଣିପୁର। ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଛି। ଇଣ୍ଟରନେଟ୍‌ ସେବା ଉପରୁ ବ୍ୟାନ୍‌ ହଟିବା ପରେ ପୁଣିଥରେ ହିଂସା ଦେଖାଦେଇଛି । ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ…

ମିଜୋରାମ ନିର୍ବାଚନ: ହାରିଗଲେ ମୁଖ୍ୟମନ୍ତ୍ରୀ, ସରକାର ଗଢିବ ଜେଡପିଏମ

ଆଇଜଲ: ମିଜୋରାମରେ ବହୁମତ ସହ ସରକାର ଗଢିବ ଜେଡପିଏମ । ୨୭ ଆସନରେ ଜିତି ଶାସକ ମିଜୋ ନାଶନାଲ ଫ୍ରଣ୍ଟ ବା ଏମଏନଏଫଠାରୁ କ୍ଷମତା ଛଡେଇ ନେଇଛନ୍ତି ଲାଲଦୁହୋମା । ଆଞ୍ଚଳିକ ଦଳ ଜେଡପିଏମ ଏବଂ ଏମଏନଏଫ ମଧ୍ୟରେ ଏଠାରେ ଜୋରଦାର ଲଢେଇ ଚାଲିଥିଲା । ୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ମ୍ୟାଜିକ…

ଇତିହାସ ରଚିଲେ ଦୀପିକା, ପୁଣି ଥରେ ଦେଶକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ବ୍ରେନ୍ ଓ୍ବିଥ୍ ବ୍ୟୁଟି ସୁନ୍ଦରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଦୀପିକା କେବଳ ସୁନ୍ଦର ଏବଂ ଜଣେ ମହାନ ଅଭିନେତ୍ରୀ ନୁହନ୍ତି, ସେ ମଧ୍ୟ ବହୁତ ପ୍ରତିଭାଶାଳୀ ଅଟନ୍ତି । ତାଙ୍କର ଅଭିନୟ ଦକ୍ଷତା ଏବଂ ସୁନ୍ଦର ଚେହେରା ହେତୁ ଦୀପିକା…

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…