ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ, ଖୁସିରେ ପରିବାର ଲୋକେ ପାଳିଲେ ଦୀପାବଳି
ଉତ୍ତରାଖଣ୍ଡ: ଶତାବ୍ଦୀର ସବୁଠାରୁ ବଡ ରେସକ୍ୟୁ ଅପରେଶନ । ୪ଶହରୁ ଅଧିକ ଘଣ୍ଟାର ମହା ଅପରେସନ୍ । ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା । ୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ…