Latest Odisha News

BREAKING NEWS

ମ୍ୟାକ୍ସୱେଲଙ୍କ ଶତକ ଆଗରେ ଫିକା ପଡିଲା ରିତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, ପୁଣି ଟିମ ଇଣ୍ଡିଆକୁ କଲବଲ କଲା ଅଷ୍ଟ୍ରେଲିଆ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଲରେ ଅଷ୍ଟ୍ରେଲିଆ ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୨୨ ରନ ଆବଶ୍ୟକ ହେଉଥିଲା । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭରରେ ଅଷ୍ଟ୍ରେଲିଆ ଏହାକୁ…

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ…

ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ

ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରଥିପୁର ପଟ୍ଟନାୟକ ସାହିର ରଶ୍ମି…

ଜାତୀୟ ସବ-ଜୁନିଅର କିରୋଗୀ,ପୁମସି ପ୍ରତିଯୋଗିତା: ଓଡିଶା ଟାଏକୋଣ୍ଡୋ ଦଳର ଡେରାଡୁନ ଯାତ୍ରା

ପୁରୀ: ଟାଏକୋଣ୍ଡୋ ଉତ୍ତରାଖଣ୍ଡ ଓ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଡ଼ିସେମ୍ବର ଏକରୁ ତିନି ତାରିଖ ପର‌୍ୟ୍ୟନ୍ତ ଡେରାଡୁନସ୍ଥିତ ମଲଟିପରପୋଜ ସ୍ପୋର୍ଟସ କଂପ୍ଲେକ୍ସରେ ୩୭ତମ ଜାତୀୟ ସବ-ଜୁନିଅର କିରୋଗୀ ଓ ୧୧ତମ ପୁମସି ସହ ୬ତମ ଜାତୟ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ…

ଆରମ୍ଭ ହେଲା ଲେଜର ସ୍କାନିଂ ପ୍ରକ୍ରିୟା, ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ

ପୁରୀ: ରତ୍ନଭଣ୍ଡାର ବାହାର କାନ୍ଥ ଲେଜର ସ୍କାନିଂ ପାଇଁ ଆଜି ଆରମ୍ଭ ହୋଇଛି ପ୍ରକ୍ରିୟା । ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଉଛି । ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ । ହେଲେ ଏଠି…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ବିନୀତ ରାଇନା

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ବିନୀତ ରାଇନା । ସେ ତାଙ୍କ ପ୍ରେମିକା ଅପେକ୍ଷାଙ୍କୁ ସବୁଦିନ ପାଇଁ ଜୀବନସାଥୀ କରିଛନ୍ତି । ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଖୁବ୍…

ଫ୍ୟାଶନ ଡ଼ିଜାଇନର ରୋହିତ ବଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ : ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏନସିଆରର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ରୋହିତ ବଳଙ୍କ ସ୍ୱାସ୍ଥ୍ୟ ବିଷୟରେ ଆସୁଥିବା ଖବର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସୂଚନା…

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଏସବୁ ଭିତରେ ଆଗକୁ ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତିି । କାରଣ ସେ ତାଙ୍କର ଝିଅ ରାହାଙ୍କ ସହ ମୂଲ୍ୟବାନ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ।…

ୟୁକ୍ରେନର ଗୋଇନ୍ଦା ମୂଖ୍ୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

କୀଭ: ୟୁକ୍ରେନର ଗୋଇନ୍ଦା ବିଭାଗ ମୂଖ୍ୟଙ୍କ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଲେଫଟନାଂଟ ଜେନେରାଲ କିରିଲୋ ବୁଡାନୋବାଙ୍କ ପତ୍ନୀ ମାରିୟାନା ବୁଡାନୋୱାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ୟୁକ୍ରେନର…

ପାରାଦୀପ ବନ୍ଦର ପ୍ରସଙ୍ଗରେ ବିଜେଡିର ରାଷ୍ଟ୍ରପତିଙ୍କୁ ସମାଲୋଚନା; ଦୁର୍ଭାଗ୍ୟଜନକ କହିଲା ବିଜେପି

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ବିଜେଡି-ବିଜେପି ମୁହାଁମୁହିଁ। ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସମାଲୋଚନା କରିଛନ୍ତି। ଯାହାକୁ ନେଇ ତେଜିଲା ବିଜେପି। ଅଣ ଓଡ଼ିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର…