ଜାତୀୟ ସବ-ଜୁନିଅର କିରୋଗୀ,ପୁମସି ପ୍ରତିଯୋଗିତା: ଓଡିଶା ଟାଏକୋଣ୍ଡୋ ଦଳର ଡେରାଡୁନ ଯାତ୍ରା
ପୁରୀ: ଟାଏକୋଣ୍ଡୋ ଉତ୍ତରାଖଣ୍ଡ ଓ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଡ଼ିସେମ୍ବର ଏକରୁ ତିନି ତାରିଖ ପର୍ୟ୍ୟନ୍ତ ଡେରାଡୁନସ୍ଥିତ ମଲଟିପରପୋଜ ସ୍ପୋର୍ଟସ କଂପ୍ଲେକ୍ସରେ ୩୭ତମ ଜାତୀୟ ସବ-ଜୁନିଅର କିରୋଗୀ ଓ ୧୧ତମ ପୁମସି ସହ ୬ତମ ଜାତୟ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ…