ଏମିତିି ମନ୍ଦିର, ଯେଉଁଠି ବିବସ୍ତ୍ର ପୁରୁଷ କରନ୍ତି ପୂଜାର୍ଚ୍ଚନା
ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ମନ୍ଦିର ଅଛି, ଯାହା ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏହି ପବିତ୍ର ସ୍ଥାନକୁ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ । କେବଳ ବିବସ୍ତ୍ର ପୁୁରୁଷମାନେ କରିଥାନ୍ତି ପୂଜାର୍ଚ୍ଚନା ।
ଏହି ମନ୍ଦିରକୁ ମହିଳାଙ୍କୁ…