Latest Odisha News

BREAKING NEWS

ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଛନ୍ତି ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କେତେକ ଭିଡ଼ିଓ ବେଳେ ବେଳେ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ହିଂସ୍ର…

ଓଆରଓପିରେ ଅସଙ୍ଗତି ଅଭିଯୋଗ, ୧୨ ଘଣ୍ଟା ଧରି ପୂର୍ବତନ ସୈନିକଙ୍କ ପ୍ରତିବାଦ

ପଟିଆଲା: ଦେଶର ପୂର୍ବତନ ସୈନିକମାନେ 'ଏକ ପଦ ଏକ ପେନସନ' (ଓଆରଓପି) ଯୋଜନାରେ ଅସଙ୍ଗତି ଥିବା ଅଭିଯୋଗ ଆଣି ପଞ୍ଜାବର ପଟିଆଲାସ୍ଥିତ ଶମ୍ଭୁ ରେଳ ଷ୍ଟେସନରେ ଶନିବାର ପ୍ରାୟ ୧୨ ଘଣ୍ଟା ଧରି ରେଳ ଧାରଣାରେ ପ୍ରତିବାଦ କରିଥିଲେ। ସରକାରୀ ରେଳବାଇ ପୁଲିସ (ଜିଆରପି) ଅଧିକାରୀଙ୍କ କହିବାନୁସାରେ…

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ,ପଠାଗଲା ଆବଶ୍ୟକ ଔଷଧ

ଉତ୍ତରକାଶୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫସିଥିବା ୪୧ ଶ୍ରମିକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ…

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍

ଭୁବନେଶ୍ୱର: ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍। ରାଜଧାନୀ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ପୁସ୍ତକମେଳାର ସଭାରେ ବିଶ୍ୱଭୂଷଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ରାଜ୍ୟପାଳ ବିଶ୍ୱଭୂଷଣଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତକାଟ୍ ହୋଇଥିବା ଦେଖିବାକୁ ମିଳିଛି। ତେବେ…

ଜୁସ୍ ପିଇ ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନ୍‌ଲିସା

ଭୁବନେଶ୍ୱର: ଆମରଣ ଅନଶନ ଭାଙ୍ଗିଲେ ଚଳଚ୍ଚିତ୍ର ପ୍ରଯୋଜିକା ସନ୍‌ଲିସା ପଟେଲ । ୩ ଦିନ ହେଲା ସେ ୫ ଦଫା ଦାବି ନେଇ ଅନଶନରେ ବସିଥିଲେ । ଆଜି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରଯୋଜିକା ସନଲିସା ପଟେଲ୍ ବସିଥିବା ଆମରଣ ଅନଶନସ୍ଥଳରେ ପହଞ୍ଚିଥିଲେ । ସେ…

ସଂସଦରେ ଶୀତକାଳୀନ ଅଧିବେଶନ: ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ସ୍ୱରୂପ ସରକାର ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ବର୍ତ୍ତମାନ ନିର୍ବାଚନ…

କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ଚାରି ଛାତ୍ରଛାତ୍ରୀ ମୃତ,୪୬ ଆହତ

କୋଚି: କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଜଣଙ୍କ ମୃତ୍ୟୁ ହୋଇଛି । କାଲାମାସେରି କ୍ୟାମ୍ପସରେ ଏକ ଇଭେଣ୍ଟ ଚାଲିଥିବା ସମୟରେ ଏହି ଦଳାଚକଟା ହୋଇଥିଲା । ଫଳରେ କୋଚି ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାରି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଆଉ ୪୮ ଜଣ ଆହତ…

ପ୍ରଶ୍ନ ପାଇଁ ଟଙ୍କା: ଟିଏମସି ସାଂସଦଙ୍କ ବିରୋଧରେ ସିବିଆଇ ଆରମ୍ଭ କଲା ତଦନ୍ତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ। ଶନିବାର ସିବିଆଇ ଲୋକସଭା ସଦସ୍ୟଙ୍କ ବିରୋଧରେ ତଦନ୍ତ ପାଇଁ ଲୋକପାଲଙ୍କଠାରୁ ନିର୍ଦ୍ଦେଶ ପାଇଛି ଏବଂ ଏହା ପରେ…

ଆମ ରାଜଧାନୀର କଥା: ପୋଲିସ କହୁଛି ମୁଁ ପାଟ୍ରୋଲିଂ କରୁଛି, ସେପଟେ ଲୁଟପାଟ କରି ଡକାୟତ ଫେରାର..

ଭୁବନେଶ୍ୱର: ରାଜଧାନୀରେ କମିସନରେଟ ପୋଲିସକୁ ଡରୁନାହାନ୍ତି ଅପରାଧୀ! ଏ କଥା କହିବାର କାରଣ ହେଲା ରାଜଧାନୀରେ ରାତିରେ ଘରେ ପଶି ଡକାୟତି ହୋଇଯାଉଛି କିନ୍ତୁ କମିସନରେଟ ପୋଲିସ ଟେର ପାଉନି ! ସଂଧ୍ୟା ହେଲେ ସାଇରନ ବଜାଇ ନିଜ ଡ୍ଯୁଟିରେ ବେଶ ସକ୍ରିୟ ବା ତତ୍ପରତା ଦେଖାଉଥିବା କମିସନରେଟ…

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ମୋଏ ମୋଏ କେଉଁଠାରୁ ଆସିଛି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଏ ମୋଏ ଗୀତ । ଶଟ୍ସ ଓ ରିଲ୍ସ କରୁଥିବା ଯୁବପିଢ଼ୀଙ୍କ ଏହା ଏବେ ଏକ ନମ୍ବର ଚାହିଦାରେ ରହିଛି । ତେବେ ଏହି ମୋଏ ମୋଏ ଆସିଛି କେଉଁଠାରୁ ଏବଂ ଏହାର ଅର୍ଥ କଣ ତାହା ଆସନ୍ତୁ ଜାଣିବା । ସର୍ବିୟାର ତେୟା ଡୋରା ଆଲବମ ଡଜାନାମରେ ଏହି ଗୀତ…