Latest Odisha News

BREAKING NEWS

ଦୁନିଆର ସବୁଠୁ ସରୁ ହୋଟେଲ

ଇଣ୍ଡୋନେସିଆ: ଲୋକେ କୌଣସି ସ୍ଥାନକୁ ବୁଲିବାକୁ ଗଲେ ରହିବା ପାଇଁ ଭଲ ହୋଟେଲର ଆବଶ୍ୟକତା ପଡ଼ିଥାଏ । ସେଥିଲାଗି ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି । ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ । ହୋଟେଲ ଯେତେ ବଡ଼ ହେବ ତାହାର ଚାହିଦା ବି ଅଧିକ ରହିଥାଏ । କେବଳ ସେତିକି ନୁହେଁ, ତାର ରୁମ୍ ଚାର୍ଜ…

ଇସ୍ରାଏଲ-ହମାସ ଯୁଦ୍ଧ ବିରତି: ମୁକ୍ତ ହେଲେ ୧୩ ବନ୍ଧକ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ହୋଇଛି । ଏହି ବିରତି ପରେ ଶୁକ୍ରବାର ସନ୍ଧ୍ୟାବେଳେ ଗାଜାରୁ ୧୩ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ନାମ, ଠିକଣା ଏବଂ ଅନ୍ୟ ତଥ୍ୟ ଇସ୍ରାଏଲ ଗୋଇନ୍ଦା ବିଭାଗକୁ ଜଣାଇ ଦିଆଯାଇଛି ।…

ବରଗଡ଼ ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା…

ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ଉଭୟ ବିରୋଧୀ ବିଜେପି, କଂଗ୍ରେସର ହଟଗୋଳ ଓ କକ୍ଷ ତ୍ୟାଗ ଫଳରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ…

ଗୁଜରାଟ ଛାଡି ମୁମ୍ବାଇ ପକ୍ଷରୁ ଖେଳିବେ ହାର୍ଦ୍ଦିକ

ମୁମ୍ବାଇ:ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲର ଆଗାମୀ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟ ଟିମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁଭମନ ଗିଲଙ୍କୁ ଗୁଜରାଟ ଟିମ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବ ।…

ତିନି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ, ଗଛ କାଟିଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଚାଷ। ବର୍ତ୍ତମାନ ସିଧାସଳଖ ଜିଲ୍ଲା ପ୍ରଶାସନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ଧ୍ୟାନ ଦେଉଥିଲେ ସୁଦ୍ଧା ଲୋକେ ବେଆଇନ ଭାବେ ପୁଣି ଏହି ଚାଷ କରୁଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଶାସନ ଗଞ୍ଜେଇ ଗଛ କାଟୁଛି କିନ୍ତୁ ଲୋକେ ପୁଣି ଲଗାଉଛନ୍ତି। ଆଉ…

ଡେଭିସ କପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କଲେ ସୁମିତ, ଶଶିକୁମାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସୁମିତ ନାଗଲ ଓ ଶଶିକୁମାର ମୁକୁନ୍ଦ ଡେଭିସ କପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି । ସେମାନେ ବିଶ୍ୱ ଗ୍ରୁପ ପ୍ଲେ ଅଫ ମୁକାବିଲା ପାଇଁ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ । ଏଥିପାଇଁ ସେମାନେ ଅବଶ୍ୟ କୌଣସି କାରଣ ଉଲ୍ଲେଖ କରି…

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା…

ଡିସେମ୍ବର ୯ରେ ମହିଳା ପ୍ରିମିୟର ଲିଗ ନିଲାମ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ନିଲାମ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ହେବ । ଏହା ମଧ୍ୟରେ ସମସ୍ତ ୫ଟି ଟିମ ସେମାନଙ୍କ ରିଟେନ୍ସନ ଲିଷ୍ଟ ଜାରୀ କରି ସାରିଛନ୍ତି । ୨୪ ନଭେମ୍ବରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।…

ହମାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଲା କଶ୍ମୀର ଫାଇଟ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଆତଙ୍କବାଦୀ ସଂଗଠନ କଶ୍ମୀର ଫାଇଟ ହମାସ ଶୈଳୀରେ ଭାରତରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି । କଶ୍ମୀର ଫାଇଟ ପ୍ରଥମ ଥର ପାଇଁ ଏ ଭଳି ଧମକ ଦେଇଛି ।…