Latest Odisha News

BREAKING NEWS

ମହାଦେବ ବେଟିଂ ଆପ୍ ବିବାଦରେ ଫସିବ କି ଡାବର ଗ୍ରୁପ? ଚେୟାରମ୍ୟାନ-ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ମହାଦେବ ବେଟିଂ ଆପ୍ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଏହି ମାମଲାରେ ଅନେକ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଯୋଡି ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରିକି ଏଥିରେ ଅନେକ ବଡ଼ ବଡ଼ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି।…

ଆରବ ସାଗରରେ ଗର୍ଜୁଛି ଚୀନ-ପାକିସ୍ତାନ ଜାହାଜ: କଡା ନଜରରେ ପରଖୁଛି ଇଣ୍ଡିଆନ ନାଭି

ନୂଆଦିଲ୍ଲୀ: ଭାରତର ନିକଟବର୍ତ୍ତୀ ଇଲାକାରେ ନିଜର ଦବଦବା ବଢାଇବାକୁ ଚେଷ୍ଟା କରୁଥିବା ଚୀନ ହିନ୍ଦ ମହାସାଗରରେ ନିଜର ଜାହାଜ ଏବଂ ଯୁଦ୍ଦ ଜାହାଜ ପଠାଇବାର ଚେଷ୍ଟା ବନ୍ଦ କରିନି । ପାକିସ୍ତାନ ସହ ମିଶି ଆରବ ସାଗରରେ  କରୁଛି ଯୁଦ୍ଧାଭ୍ୟାସ ସି-ଗର୍ଜିୟନ୩  । ଏଥିପାଇଁ ଦୁଇଦେଶ ନିଜ ନିଜ ଜାହାଜ…

ମିଳିଲା ପିଏମ କିସାନର ୧୫ ତମ କିସ୍ତି, ୮ କୋଟି ଚାଷୀଙ୍କ ଖାତାକୁ ଗଲା ଟଙ୍କା

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। କୃଷକମାନଙ୍କୁ ଫସଲ ସହାୟତାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ସୃଷ୍ଟି ହୋଇଛି ଏବଂ ଏହି ଅର୍ଥ ମାଧ୍ୟମରେ ଅନେକ ଚାଷୀଙ୍କୁ ହସ୍ତାନ୍ତର କରାଯାଉଛି । ଏହି ପ୍ରଧାନମନ୍ତ୍ରୀ କିସାନ…

ଝାରସୁଗୁଡାରୁ ସିଧାସଳଖ ବେଙ୍ଗାଲୁର ଉଡିଲା ଇଣ୍ଡିଗୋ

ଝାରସୁଗୁଡା:ଝାରସୁଗୁଡାର ସିଧା ବେଙ୍ଗାଲୁର ଉଡିଲା ବିମାନ ।   ଆଜିଠୁ ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଏୟାର ଲାଇନ ୱେବସାଇଟ ତଥ୍ୟ ଅନୁସାରେ, ୨ଘଣ୍ଟା ୫ ମିନିଟ ସମୟରେ ଝାରସୁଗୁଡାରୁ ବେଙ୍ଗାଲୁରରେ ପହଞ୍ଚିବ ବିମାନ ।…

ଏପଟେ ଗର୍ଜୁଥିଲେ ସଂକୀର୍ତ୍ତନ କଳାକାର ସେପଟେ ଶ୍ରମିକ ସଂଗଠନ : କମ୍ପିଲା ରାଜଧାନୀ ରାସ୍ତା

ପୁରୀ: ଏପଟେ ସଂକୀର୍ତ୍ତନ କଳାକାର ସେପଟେ ଶ୍ରମିକ ସଂଗଠନ । ଏକାଠି ହୋଇଥିଲେ ଲୋୟର ପିଏମଜିରେ । ଉଭୟଙ୍କ ଗର୍ଜନରେ ଯେମିତି ଆଜି କମ୍ପୁଥିଲା ରାଜଧାନୀ ରାସ୍ତା । ଦାବି ପୂରଣ ପାଇଁ ଉଭୟ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର ସଂକୀର୍ତ୍ତନ…

ସୀମିତ ହେବ ହ୍ୱାଟସଆପର ଚାଟ୍ ବ୍ୟାକଅପ ଷ୍ଟୋରେଜ, ଏହି ନିୟମରେ ପରିବର୍ତ୍ତନ ଆଣିବ କମ୍ପାନୀ

ନୂଆଦିଲ୍ଲୀ: ହ୍ବାଟସଆପ୍ ଏବଂ ଗୁଗୁଲ ଖୁବ୍ ଶୀଘ୍ର ଚାଟ୍ ବ୍ୟାକଅପ୍ ପାଇଁ ଅସୀମିତ ଷ୍ଟୋରେଜ୍ କୋଟା ଶେଷ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଆପଣ ହ୍ବାଟସଆପ୍ ରେ ବହୁ ପରିମାଣର ଡାଟା ବ୍ୟାକଅପ୍ କରୁଛନ୍ତି, କିନ୍ତୁ ଖୁବ୍ ଶୀଘ୍ର କମ୍ପାନୀ ଏହାକୁ କେବଳ ୧୫ ଜିବିରେ ସୀମିତ କରିବାକୁ ଯାଉଛି ।…

ମନ୍ଦିରକୁ ଯିବାକୁ ହେଲେ ପ୍ରଥମେ ଘଣ୍ଟି ବଜାଯାଏ କାହିଁକି? ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟିବଜାଇବା ଏକ ବିଶେଷ ମହତ୍ତ୍ୱ ରଖେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ…

ଦୀପିକାଙ୍କ ସ୍ୱାମୀ ହେବାକୁ ୨୦ କୋଟି ଟଙ୍କାର କ୍ଷତି ସହିଥିଲେ ରଣଭୀର

ମୁମ୍ବାଇ: ନିକଟରେ ବଲିଉଡର ଶ୍ରେଷ୍ଠ ଦମ୍ପତି କୁହାଯାଉଥିବା ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପ୍ରେମ କାହାଣୀ ୨୦୧୩ ଚଳଚ୍ଚିତ୍ର 'ରାମ-ଲୀଲା'ରୁ ଆରମ୍ଭ ହୋଇଥିଲା। ଏହା ପରେ 5 ବର୍ଷ ପରସ୍ପରକୁ ଡେଟ୍ କରିବା ପରେ, ଉଭୟେ ୨୦୧୮ ରେ ଇଟାଲୀରେ ଡିସଟାନ୍ସ ବିବାହ କରିଥିଲେ। ଉଭୟଙ୍କ ଯୋଡିକୁ…

ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ: ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି…

ଗୁଗୁଲ୍ ସର୍ଚ୍ଚରେ କିପରି ପାଇବେ ଆପଣଙ୍କର ନାମ ? ଜାଣନ୍ତୁ ଏହି ସହଜ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲରେ ବଡ଼ ବଡ଼ିଆ ଲୋକଙ୍କ ନାଁ କିମ୍ବା ସେଲିବ୍ରିଟିଙ୍କ ନାଁ ସର୍ଚ୍ଚ କଲେ ତୁରନ୍ତ ସେମାନଙ୍କ ବିଷୟରେ ତଥ୍ୟ ଆସିଯାଏ। କିନ୍ତୁ କୌଣସି ସାଧାରଣ ଲୋକଙ୍କ ନାଁ ସର୍ଚ୍ଚ କଲେ ତାହା ଦେଖାଏ ନାହିଁ। ଏବେ କିନ୍ତୁ ଗୁଗୁଲରେ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଗୁଗୁଲରେ ଆପଣଙ୍କ ନାମ…