Latest Odisha News

BREAKING NEWS

୨.୫ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ ଜ୍ୟାକସନଙ୍କ ପେପସି ବିଜ୍ଞାପନ ଜ୍ୟାକେଟ୍

ନୂଆଦିଲ୍ଲୀ :  ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍ କୁ ୨.୫ କୋଟି ଟଙ୍କାରେ ନିଲାମ କରାଯାଇଛି  । ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଏହି କଳା ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଜ୍ୟାକ୍‌ସନ୍‌  । ଏହି ଜ୍ୟାକେଟ୍ କିଣିବାକୁ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ନିର୍ଦ୍ଦେଶକ…

ଶ୍ରୀଲଙ୍କାରେ ବଡଧରଣର ଭୂକମ୍ପ ଝଟକା, ତୀବ୍ରତା ୬.୨

କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଛି, ଯାହା ବହୁତ ଅଧିକ ଅଟେ । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି।…

ସାବଧାନ ! ଭୋଟ ଦେବା ପୂର୍ବରୁ ବୁଥ୍‌ରେ ହେବ ଆଲକହଲ ଟେଷ୍ଟ

ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମଗ୍ର ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ଏହି ଅବଧି ମଧ୍ୟରେ, ସାଧାରଣତଃ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଅନ୍ତି ଏବଂ…

ଶୀତ ପାଇଁ ୬ ମାସ ବନ୍ଦ ରହିବ ଗଙ୍ଗୋତ୍ରୀ ଧାମ : ଆଜି ଦର୍ଶନ କଲେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା  ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ ।  ଶୀତ ଋତୁ ପାଇଁ  ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର ଦ୍ୱାରକୁ ବନ୍ଦ କରାଯାଇଛି ।  ଏହି ସମୟରେ ପୂରା ଧାମ ମା’ ଗଙ୍ଗାଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ବ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ବୁଲା କୁକୁର କାମୁଡିଲେ କ୍ଷତିପୂରଣ ଦେବେ ରାଜ୍ୟ ସରକାର

ଚଣ୍ଡିଗଡ: ଚାରିଆଡେ ଦିନକୁ ଦିନ ବୁଲାକୁକୁର ଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଅନେକ ସମୟରେ ଏହି ବୁଲାକୁକୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି ଛୋଟ ଠାରୁ ବଡ । ବିଶେଷ କରି କରି କୁନି କୁନି ପିଲା ମାନଙ୍କୁ ଝୁଣି ପକାଉଛନ୍ତି ବୁଲା କୁକୁର ମାନେ । ଅନେକ ସ୍ଥାନରେ ଘରୁ ବାହାରିବା କୁ ନେଇ ଲୋକଙ୍କ…

ଏଣିକି ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରରେ ଆଗୁଆ କରିବେ ବୁକିଂ, ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ

ପୁରୀ: ଏଣିକି ସ୍ଵର୍ଗଦ୍ଵାରରେ ଶବଦାହ ହେଲା ଆହୁରି ସହଜ । ଶବଦାହ ପାଇଁ ଆଉ କରିବାକୁ ପଡିବନି ଘଣ୍ଟା ଘଣ୍ଟା ଅପେକ୍ଷା । ଏବେ ଶବଦାହ ପୂର୍ବରୁ ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ । ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ…

ଏଣିକି ହ୍ୱାଟସ୍ ଆପ୍ କଲ୍ ହେବ ଅଧିକ ସୁରକ୍ଷିତ, ବଜାୟ ରହିବ ଆପଣଙ୍କ ଗୋପନୀୟତା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟସ୍ ଆପରେ ଯୋଡି ହେଲା ନୂତନ ଫିଚର। ଉପଭୋକ୍ତାଙ୍କ ଗୋପନୀୟତା ବଢାଇବାକୁ ହ୍ୱାଟସ୍ ଆପ୍ ଦ୍ୱାରା ଏକ ନୂତନ ବୈଶିଷ୍ଟ୍ୟ 'ପ୍ରୋଟେକ୍ସ ଆଇପି ଆଡ୍ରେସ ଇନ୍ କଲ' ଯୋଗ କରାଯାଇଛି। ଏହି ବୈଶିଷ୍ଟ୍ୟ ସାହାଯ୍ୟରେ ଆପଣ ବର୍ତ୍ତମାନ ଆପଣଙ୍କର ଆଇପି ଆଡ୍ରସ…

ଦିଲ୍ଲୀ ମୁଖ୍ୟ ସଚିବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପୁଅର କମ୍ପାନୀକୁ ଦେଇଥିଲେ ୮୫୦ କୋଟିର ଫାଇଦା

ନୂଆଦିଲ୍ଲୀ: ତେଜିଲା ଦିଲ୍ଲୀ ସରକାରରେ ଥିବା ମୁଖ୍ୟ ସଚିବ ନରେଶକୁମାରଙ୍କ ପୁଅ ସହ ଜଡିତ ଦୁ୍ର୍ନୀତି ମାମଲା । କେଜରିୱାଲ ସରକାରରେ ଥିବା ଭିଜିଲାନ୍ସ ମନ୍ତ୍ରୀ ଆତିଶ ସିଂହ ପ୍ରାଥମିକ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ…

୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ : ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ

ଭୁବନେଶ୍ବର : ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୨୦ ତାରିଖରେ ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି…