Latest Odisha News

ପ୍ରଧାନମନ୍ତ୍ରୀ ରୋଜଗାର ମେଳା : ୫୧ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ : ଆଜି ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶର ୩୭ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି  । ଏହି ଅବସରରେ…

ଖୁବ ଶିଘ୍ର ଏହି ଫୋନରେ ବନ୍ଦ ହୋଇଯିବ WhatsApp ସେବା, ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ମିଳିବ ଶକ୍ତ ଧକ୍କା । ଖୁବ ଶିଘ୍ର ବ୍ୟବହାର କରାଯାଉଥିବା କିଛି ଫୋନରେ ବନ୍ଦ ହୋଇଯିବ ହ୍ଵାଟ୍ସଆପ୍ ସେବା । ଆଜିଠାରୁ ଅନେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନରେ ହ୍ଵାଟ୍ସଆପ୍ ସପୋର୍ଟ ବନ୍ଦ ହୋଇଯିବ। ହ୍ଵାଟ୍ସଆପ୍ ଅକ୍ଟୋବର ୨୪ରୁ କିଛି ଆଣ୍ଡ୍ରଏଡ୍ ଏବଂ…

ସରକାରୀ କ୍ବାର୍ଟର୍ସରୁ ମହିଳା ଆରଆଇଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଜୟପୁର: ବୈପାରୀଗୁଡ଼ା ବ୍ଲକ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସରେ ଶୁକ୍ରବାର ସନ୍ଧ୍ୟାରାଣୀ ନାୟକ ନାମକ ଜଣେ ବରିଷ୍ଠ ରାଜସ୍ୱ ସହାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସନ୍ଧ୍ୟାରାଣୀ ନାୟକ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ରୁମ୍ରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ପୁଲିସକୁ…

ଲକ୍ଷ୍ନୌରେ ଚାଞ୍ଚଲ୍ୟ : ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ, ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ  । ଏଭଳି  କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରାଜ୍ୟର ବେଉଲି ଗାଁରେ  ।  ଦିଅର ହେବ କହି ଭାଇର ପ୍ରେମିକାକୁ ଫୋନ୍‌ କରିବା , ତାକୁ ପ୍ରେମ କରିବା ଓ ପରେ ବାହା ହେବାକୁ ମନବଳାଇ ଜଣେ ସାନଭାଇ ତା’ର ବଡ଼ଭାଇକୁ ହତ୍ୟା କରିଛି…

ନରସିଂହଙ୍କ ବିବାଦୀୟ ବୟାନ ପରେ ଓଲିଉଡ ସକ୍ରିୟ, କ’ଣ କହିଲେ କୁନା, ଶ୍ରୀତମ ଓ ମନୋଜ?

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିବା ପରେ ଏହାକୁ ନେଇ ଓଲିଉଡରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ…

ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଶନିବାର ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ସମାପ୍ତି ପରେ ଏହି ସିରିଜ ଖେଳାଯିବ । ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡଙ୍କ ପରି…

ଓଡିଶା ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବେ ଆସିବା ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନେଇ ଖୁବ ଶିଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର…

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ ହେଲା ଭଳି ଏବେ କଳାକାର ମନୋଜ ମିଶ୍ରଙ୍କୁ ସିନେ ପ୍ରଯୋଜକ ସଂଘ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପ୍ରସଙ୍ଗ ପାଲଟିଛି। ଦୁଇ କଳାକାରଙ୍କ ମଧ୍ୟରେ ଥିବା ଆପୋଷ ବିବାଦ ଏବେ ଆଞ୍ଚଳିକ ବିବାଦ ଆଉ ପରେ ରାଜନୈତିକ ବିବାଦରେ ପହଁଚିଛି। ଗତକାଲି ବଲାଙ୍ଗୀରରେ…

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ମହୁଆ ମାନିଲେ ସେ ଆଇଡି ସେୟାର କରିଥିଲେ, କ’ଣ ଏବେ ଆକ୍ସନ ନେବେ ମମତା?

ନୂଆଦିଲ୍ଲୀ: ପ୍ରଥମେ ନା ନା । ଆଉ ଏବେ ହଁ.. ମାରିଲେ ଟିଏମସି ନେତ୍ରୀ ମହୁଆ ମୈତ୍ର। ସାଂସଦ ମହୁଆ ଶୁକ୍ରବାର ଦିନ ହିରାନନ୍ଦନୀ ଗ୍ରୁପର ସିଇଓ ଦର୍ଶନ ହିରାନନ୍ଦନୀଙ୍କୁ ତାଙ୍କ ଲୋକସଭା ଲଗଇନ ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ପ୍ରଶ୍ନ ପୋଷ୍ଟ କରିବାକୁ ଅନୁମତି ଦେଇଥିବା ସ୍ୱୀକାର କରିଛନ୍ତି।…