Latest Odisha News

BREAKING NEWS

ଶ୍ରୀଲଙ୍କାଠୁ ହାରି ଡିଫେଣ୍ଡିଂ ଚାମ୍ପିଅନ୍ ବିଶ୍ବକପରେ ପଏଣ୍ଟ ଟେବୁଲରେ ୯ ନମ୍ବରକୁ ଖସିଲା

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ୮ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ପାଞ୍ଚଟି ମ୍ୟାଚ୍ରୁ ଚତୁର୍ଥ ପରାଜୟ ଇଂଲଣ୍ଡ ପାଇଁ ସେମିଫାଇନାଲ୍ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଶ୍ରୀଲଙ୍କାର ଏହି ବିଜୟ ମଧ୍ୟ ସେମିଫାଇନାଲ୍ ଦୌଡ଼କୁ ଆହୁରି ରୋଚକ…

ମୟୂରକୁ ମାରିବା ଅଭିଯୋଗରେ ତିନି ଓଡ଼ିଆ ଯୁବକ କର୍ଣ୍ଣାଟକରେ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ମାରାନାୟକନାପାଲିଆ ଗାଁରେ ମୟୂରକୁ ମାରିବା ଅଭିଯୋଗରେ ଓଡ଼ିଶାରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଟିଙ୍ଗ ନାୟକ, ବୈଶାଖ ଡାଭୁ ଓ ଡୁବା କପାତ। ମିଳିଥିବା ସୂଚନା ଅନୁଯାୟୀ, ଏହି ତିନି ଜଣ ବ୍ୟକ୍ତି…

ବଲାଙ୍ଗୀର ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କଠୁ ନର୍ସ ନେଉଛନ୍ତି ଲାଞ୍ଚ

ବଲାଙ୍ଗୀର: ଜଣେ ନର୍ସ ନିଜ ସହକର୍ମୀଙ୍କ ମଧ୍ୟରେ ଟଙ୍କା ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲ ବିବାଦରେ ଛନ୍ଦି ହୋଇଯାଇଛି। ସଂପୃକ୍ତ ଭିଡିଓରେ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରେ ଥିବା ନର୍ସ…

ପୂଜା ସମୟରେ ରେକର୍ଡ ସଂଖ୍ୟକ ବେଆଇନ ମଦ ଜବତ କଲା ଅବକାରୀ ଟିମ୍

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ରୁ ୨୪ ଯାଏଁ ଧାର୍ଯ୍ଯ କରାଯାଇଥିବା ବେଆଇନ ଓ ନକିଲ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନରେ ଓଡ଼ିଶାର ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ବେଆଇନ ମଦ ମାମଲା ଠାବ କରିଛନ୍ତି। ଓଡ଼ିଶା ଅବକାରୀ କମିସନରଙ୍କ ଆଇପିଏସ୍ ନରସିଂହ…

ଥକ୍କା ଓ ଚିଡିଚିଡାପଣର ହେଉଛନ୍ତି କି ଶିକାର? ଆପଣାନ୍ତୁ ଏହି ଉପାୟ…ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ଶୋଇବା ପରେ ମଧ୍ୟ କିଛି ବ୍ୟକ୍ତି ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ରହିଥାନ୍ତି । ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ବ୍ୟକ୍ତିଙ୍କ ଠାରେ ଚିଡିଚିଡାପଣ ଆରମ୍ଭ ହୋଇଯାଇଥାଏ । ଯଦି ଆପଣଙ୍କ ସହିତ ସମାନ ଘଟଣା ଘଟୁଛି ତେବେ…

ଏଏସଆଇ ଆଲିଶାଙ୍କର ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି

ରାଉରକେଲା: ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର। ତାଙ୍କ ପରିବାର ସଦସ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରି ଏହି ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ…

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତାର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁରୀ: ବାଲୁକା କଳାରେ ଭୋଟର ସଚେତନତାର ବାର୍ତ୍ତା । ଆଜି ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୪ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ଥିମ୍ ର ଶୁଭାରମ୍ଭ ହୋଇଛି । ବାଲୁକାକଳା ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।…

ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଓଡ଼ିଶାରୁ ନେବେ ବିଦାୟ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତ। ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।…

ରାଜଧାନୀରେ ଘରେ ପଶି ଲୁଟ୍ ମାମଲା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଲୁଟେରାଙ୍କ ରାଜ୍। ପୁଣି ଘରେ ପଶି କରୁଛନ୍ତି ଲୁଟ୍ ପାଟ୍। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ବର ବାହାରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ…

ବାବ୍ରି ମସଜିଦର ଆଧାରଶୀଳା ରଖିବାକୁ ପିଏମ ମୋଦିଙ୍କୁ ମୁସଲିମ ସମ୍ପ୍ରଦାୟର ଅପିଲ

ଲକ୍ଷୌ:  ଅଯୋଧ୍ୟାରେ ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ ମନ୍ଦିର । ହେଲେ ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଧନ୍ନିପୁରରେ ନିର୍ମାଣ ହେବାକୁ ଥିବା ମସଜିଦର କାର୍ଯ୍ୟ ଏପର୍ଯ୍ୟନ୍ତ…