ରାମ ମନ୍ଦିରକୁ ନେଇ ସଞ୍ଜୟ ରାଉତଙ୍କ ବିବୃତ୍ତିର କଡ୍ଡା ଜବାବ ଦେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ
ଲକ୍ଷ୍ନୌ: ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁନେଇ ବିରୋଧୀ ଦଳ ମାନେ ଏହା ଉପରେ ବିବୃତ୍ତି ଦେବା ଆରମ୍ଭ କରିଦେଇଛନ୍ତି । ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ,…