ବାତ୍ୟା ହମୁନର ପ୍ରଭାବ: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଟୁଇନ ସିଟି ପାଇଁ ୟେଲା ୱାର୍ଣ୍ଣିଂ
ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହା ଉତ୍ତର ଦିଗକୁ ଗତି କରିବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ । ଏହାର ତୀବ୍ରତା…