Latest Odisha News

BREAKING NEWS

ବିବେକ ଅଗ୍ନୀହୋତ୍ରୀଙ୍କ ନୂଆ ଫିଲ୍ମ ଘୋଷଣା, ମହାଭାରତ ଉପରେ ଆଧାରିତ ହେବ କାହାଣୀ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ରିଲିଜ ହୋଇଛି। ଏହାପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ’ ଭଳି ହିଟ୍ ଫିଲ୍ମ କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ଫ୍ଲପ୍ ହେବା ପରେ ଫିଲ୍ମ ନିର୍ମାତା…

ଅତ୍ୟଧିକ ଉତ୍ତେଜନା ଯୋଗୁ ଏଏସଆଇ ଆଲିଶାଙ୍କର ମୃତ୍ୟୁ ଘଟିଥିଲା: ଆସିଲା ଫୋରେନ୍ସିକ ରିପୋର୍ଟ

ଉରକେଲା: ଆସିଲା ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା   ଲୁଗୁନଙ୍କ ଫରେନସିକ ରିପୋର୍ଟ ।  କେମିତି ହେଲା ଆଲିଶାଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଡାକ୍ତରୀଟିମ ଏବଂ ଏମ୍ସର ଫରେନସିକ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ଉତ୍ତେଜନା ଯୋଗୁ…

ରଣ୍ ଉତ୍ସବ ପାଇଁ ଜାତିସଂଘର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ଗୁଜୁରାଟର ‘ଧୋର୍ଡୋ’ ପୁରସ୍କୃତ

ନୂଆଦିଲ୍ଲୀ: ଗୁଜୁରାଟର ଧୋର୍ଡୋ ଗ୍ରାମକୁ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମାନ୍ୟତା ଦିଆଯାଇଛି। ଅକ୍ଟୋବର ୧୯, ଗୁରୁବାର ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ…

ଭୟଙ୍କର ସଡକ ଦୁର୍ଘଟଣା: କାରକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୨ ମହିଳା ମୃତ

ବାରିପଦା: ମୟୂରଭଞ୍ଜରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ-କାର ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୨ ଜଣ ମହିଳାଙ୍କ  ଜୀବନ । ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବାଙ୍ଗିରପୋଷି ଦ୍ୱାରଶୁଣି ଘାଟିଠାରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ,…

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସରେ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ସେମାନେ ବ୍ୟଗ୍ର ଓ ବ୍ୟସ୍ତ  । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ…

ସକ୍ରିୟ ହେଲା ଲଘୁଚାପ: ଦଶହରାରେ ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଶନିବାର ସୁଦୃଶ୍ୟ ଲଘୁଚାପ କେନ୍ଦ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବ । ଫଳରେ…

ଘରକୁ ଫେରିଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫ; ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଆଜି ସ୍ୱଦେଶ ଫେରିଛନ୍ତି । ୪ ବର୍ଷ ଧରି ବିଦେଶରେ ରହିବା ପରେ ଏବେ ଫେରିଛନ୍ତି ଦେଶକୁ । ଦୁବାଇରୁ ଏକ  ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ୍  । ନିର୍ବାଚନ ପୂର୍ବରୁ ନବାଜ ସରିଫଙ୍କ ଘରବାହୁଡା ରାଜନୈତିକ ମହଲରେ…

ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କରେ ବଢିଛି ଜମାରାଶି ସଂଖ୍ୟା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି। ତଥ୍ୟ ଦର୍ଶାଉଛି ଯେ ୧୯୫୧ ରୁ ୨୦୧୪ ମସିହା ଅର୍ଥାତ୍ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ ୨୦୨୩ ମଧ୍ୟରେ…

ଗ୍ୟାସ ରୋଗରେ ପୀଡିତ କି? ତେବେ ବ୍ୟବହାର କରନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ଵର: ଖାଦ୍ୟ ଏବଂ ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦିଓ ପେଟରେ ଗ୍ୟାସ ସୃଷ୍ଟି ହେବାର ଅନେକ କାରଣ ଥାଇପାରେ, କିନ୍ତୁ ଜୀବନଶୈଳୀ ବଦଳାଇବା ଏବଂ ଔଷଧର ଅତ୍ୟଧିକ ବ୍ୟବହାର ମଧ୍ୟ ଏହାର ମୁଖ୍ୟ କାରଣ ହୋଇପାରେ। ଏଥି ସହିତ, ଦିନସାରା…