Latest Odisha News

BREAKING NEWS

ଗଜପତିବାସୀଙ୍କୁ ମିଳିଲା ଲକ୍ଷ୍ମୀ ବସ୍ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , କହିଲେ ଯୋଗାଯୋଗ ବିକାଶର ଆଧାର

ଗଜପତି : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ…

ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବା ଠିକ ସମୟ: ଗଜପତି ମହାରାଜା

ପୁରୀ:ରତ୍ନ ଭଣ୍ଡାର ଖୋଲିବ ବୋଲି କହିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ । ଉଭୟେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ । ଏ ନେଇ ଏକ ପ୍ରେସ ରିଲିଜ ଜାରି…

ମାଲିକ ସଂଘରେ ଫାଟ ନାହିଁ : ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ

ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲାରେ କିନ୍ତୁ ବସ୍ ଧର୍ମଘଟର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ…

ଅଲଗା ହେଲେ କି ଶିଳ୍ପା-ରାଜ୍! : ‘X’ରେ କଲେ ପୋଷ୍ଟ ସେୟାର

ମୁମ୍ବାଇ: ଅଲଗା ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା । ଏନେଇ ସୋସିଆଲ ମିଡିଆରେ ରାଜ ତାଙ୍କର ଅଲଗା ହେବା ଘୋଷଣା କରିଛନ୍ତି। ଯଦିଓ ସେ ଏହି ପୋଷ୍ଟରେ କାହା ବିଷୟରେ ଉଲ୍ଲେଖ କରିନାହାଁନ୍ତି । ଯାହା ପରେ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଛନ୍ତି । 'X'ରେ ଏକ ପୋଷ୍ଟ ସେୟାର କରି ରାଜ…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳି ନ ପାରନ୍ତି ହାର୍ଦ୍ଦିକ, ଚିକିତ୍ସା ପାଇଁ ଯିବେ ବାଙ୍ଗାଲୋର

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତର ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବାଙ୍ଗାଲୋରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇପାରେ । ସେଠାରେ ଇଂଲଣ୍ଡର…

ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’; ଗାଜିଆବାଦରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜିଆବାଦର ବସୁନ୍ଧରା ସେକ୍ଟର-୮ରେ ନମୋ ଭାରତକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଆସନ୍ତା କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ରାପିଡ ଟ୍ରେନ ସେବା ଆରମ୍ଭ କରାଯିବ । ପ୍ରଥମ…

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ହେଲା ଶୁଭାରମ୍ଭ, ଭିଡିଓ କନଫରେନ୍ସିଂ ଜରିଆରେ…

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି । ଗ୍ରାମୀଣ ଯୁବକମାନଙ୍କୁ…

ବନ୍ଧୁକ ମୁନରେ ସତ୍ୟପାଠ ଉପରେ ଦସ୍ତଖତ କରାଯାଇଛି-ହୀରାନନ୍ଦାନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ମହୁଆ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା ଏବେ ବିବାଦୀୟ ମୋଡ ନେଇଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠରେ ମହୁଆ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଅଦାନୀଙ୍କୁ ଅସ୍ତ୍ର କରିଥିଲେ । ସଂସଦରେ ପ୍ରଶ୍ନ…

ଏଠାରେ ଭକ୍ତଙ୍କୁ ନ୍ୟାୟ ପ୍ରଦାନ କରନ୍ତି ମାଆ ଚଣ୍ଡିକା: ଆସନ୍ତୁ ଜାଣିବା , ୭୦୦ବର୍ଷ ପୁରୁଣା ମନ୍ଦିରର ଇତିହାସ

ପିଥୋରାଗଡ:  ଉତ୍ତରାଖଣ୍ଡକୁ ଦେବୀ , ଦେବତାଙ୍କ ଦେଶ ବୋଲି କୁହାଯାଏ  । ପ୍ରାଚୀନ କାଳରୁ ଏଠାରେ ଥିବା ଉଚ୍ଚ ପର୍ବତମାଳା ଭଗବାନ ଏବଂ ଦେବୀଙ୍କ ବାସସ୍ଥାନ ଭାବରେ ବିବେଚନା କରାଯାଏ । ଯେଉଁଠାରେ ଆଜି ବି ମଣିଷମାନେ ପାଖରେ ପହଞ୍ଚିବା ବହୁତ କଷ୍ଟକର । ପ୍ରାଚୀନ କାଳରେ ଏଠାରେ ଅନେକ ମନ୍ଦିର…

ପାଲେଷ୍ଟାଇନ ବାସୀଙ୍କ ପାଇଁ ମାନବିକ ସହାୟତା ପଠାଇବା ଜାରିରଖିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଭାରତ ଏବଂ ଏହି ଅଞ୍ଚଳ…