ରଣବୀରଙ୍କ ପରେ ହୁମା, ହୀନା ଓ କପିଲଙ୍କୁ ଇଡିର ସମନ
ମୁମ୍ବାଇ: ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ଅଭିନେତ୍ରୀ ହୁମା କ୍ୟୁରେଶୀ ଏବଂ ହିନା ଖାନଙ୍କୁ ସମନ କରିଛି। ଏହି ମାମଲାରେ ଅଭିନେତା ରଣବୀର କପୁରଙ୍କୁ ଇଡି ଅକ୍ଟୋବର ୬ ତାରିଖରେ ପଚରାଉଚରା ପାଇଁ ଡକାଇବା ପରେ ଏହା…