Latest Odisha News

BREAKING NEWS

ସେପ୍ଟେମ୍ବରରେ କମିଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ପ୍ରସଙ୍ଗ ଏକଜୁଟ କରୁଥିବା ବେଳେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ସେପ୍ଟେମ୍ବରରେ ଭାରତର ବେକାରୀ ହାର ୭.୦୯%କୁ…

ଏସିଆନ ଗେମ୍ସ: ୯ମ ଦିନରେ ଭାରତୀୟ ଆଥଲେଟ ଜିତିଲେ ୭ ପଦକ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୯ମ ଦିନ ଭାରତୀୟ ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖି ୯ ପଦକ ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୬୦ରେ ପଂହଚିଛି । ସ୍କେଟିଂ ୩୦୦୦ ମିଟର ରିଲେରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସୂତୀର୍ଥା ମୂର୍ଖାଜୀ ଓ…

ରେଳ ଧାରଣାରେ ପଥର, ବନ୍ଦେ ଭାରତର ଲୋକପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଏଡ଼ାଇଲା ବଡ଼ ଦୁର୍ଘଟଣା

ଜୟପୁର: ସୋମବାର ସକାଳେ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛି। ରେଳ ଧାରଣାରେ ପଥର, ଚିପ୍ସ, ଏବଂ ଅନ୍ୟାନ୍ୟ ଜିନିଷ ଥୁଆ ହୋଇଥିବା ଦେଖି ଟ୍ରେନକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ ସଂପୃକ୍ତ ଲୋକ…

୬ ମିନିଟରେ ଓଲଟା ଚିତ୍ର ଆଙ୍କି ନିଆରା ଢଙ୍ଗରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆୟୁଷ

ପୁରୀ: ଆଜି ବାପୁଜୀଙ୍କର ୧୫୪ତମ ଜନ୍ମ ଜୟନ୍ତୀ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଲଟା ଚିତ୍ରକର ଆୟୁଷ ମହାପାତ୍ର ନିଆରା ଢଙ୍ଗରେ ଗାନ୍ଧୀଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମାତ୍ର ୬ ମିନିଟରେ ଜାତିର ପିତା ମହତ୍ମା ଗାନ୍ଧୀଙ୍କ ଏହି ସୁନ୍ଦର ଚିତ୍ର ଆଙ୍କି ବେଶ୍ ପ୍ରଶଂସା…

ମହାପ୍ରଭୁଙ୍କୁ ଦର୍ଶନ କଲେ ଆଦିତ୍ୟ ବିର୍ଲା କମ୍ପାନୀର ମାଲିକ କୁମାର ମଙ୍ଗଳମ ବିର୍ଲା

ପୁରୀ: ଆଦିତ୍ୟ ବିର୍ଲା କମ୍ପାନୀର ମାଲିକ କୁମାର ମଙ୍ଗଳମ ବିର୍ଲା ପୁରୀ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଆଜି ଅପରାହ୍ନରେ ସେ ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପୋଲିସ ସୁରକ୍ଷା ମଧ୍ୟରେ…

ଏସିଆନ ଗେମ୍ସ: ସ୍ୱପ୍ନା ବର୍ମନଙ୍କ ବିବାଦୀୟ ପୋଷ୍ଟ, ଟ୍ରାନ୍ସଜେଣ୍ଡର ମହିଳା ମୋ ପଦକ ଛଡାଇନେଲେ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି । ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ଭିଜା ନ ମିଳିବା ଯୋଗୁ ଭାରତର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଚୀନ ଯିବାକୁ ମନା କରି ଦେଇଥିଲେ । ସେହିପରି ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ…

ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଭୁବନେଶ୍ୱର: ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ। ମୃତ ଛାତ୍ର ବରମୁଣ୍ଡା ପୌର ବିଦ୍ୟାଳୟର ଓମ୍ ପ୍ରକାଶ ପ୍ରଧାନ ବୋଲି ଜଣାପଡ଼ିଛି। ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଆସି ସ୍କୁଲ ନଯାଇ ପୋଖରୀକୁ ଯାଇଥିଲେ। ମୃତକ ଛାତ୍ର ଖଣ୍ଡଗିରି ବଳିଆ ବାବା ଆଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ: ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ସର୍ବୋପରି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ଜନସମ୍ପର୍କ ପଦଯାତ୍ରାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଚାଲିଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।…

ବ୍ରାଜିଲରେ ସପ୍ତାହରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଅଂଚଳରେ ଏବେ ଭୟଙ୍କର ମରୁଡି ପରିଲକ୍ଷିତ ହେଉଛି । ଏଠାକାର ପୋଖରୀ ଏବଂ ହ୍ରଦ ପାଣିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଛି । ସବୁଠାରୁ ଦୁଃଖର କଥା ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏ ନେଇ ଚିନ୍ତା ବ୍ୟକ୍ତ…

ସାଇବର ସୁରକ୍ଷା ଅଭିଯାନ: ବିଭିନ୍ନ ଜିଲ୍ଲାରେ ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ

ପୁରୀ/ସୁବର୍ଣ୍ଣପୁର: ବର୍ତ୍ତମାନ ସମାଜରେ ସାଇବର ଅପରାଧ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସାଇବର ଅପରାଧ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସାଇବର ରଥର ପରିକଳ୍ପନା କରାଯାଉଛି। ଆଜି ପୁରୀ ଟାଉନ ଥାନା ସମ୍ମୁଖରୁ ବାହାରିଛି ସାଇବର ସୁରକ୍ଷା ଅଭିଯାନ ରଥ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା…