Latest Odisha News

BREAKING NEWS

ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ସମୁଦ୍ରକୁ ଛାଡିଲା ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି

ଟୋକିଓ: ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି ପ୍ରଶାନ୍ତ ମହାସାଗରକୁ ଛାଡିଛି । ଜାପାନ ସମୟ ଅନୁସାରେ ଦ୍ୱିପ୍ରହର ୧ଟା ବେଳେ ଏହାର ପ୍ରୋସେସ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୨ ଲକ୍ଷ ଲିଟର ପାଣତି ଛଡାଯିବ ବୋଲି ଜାପାନ ଟାଇମ୍ସରେ ଖବର…

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ…

OUATର ୬୨ତମ ପ୍ରତିଷ୍ଠା ଦିବସ; ‘କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ’

ଭୁବନେଶ୍ୱର: କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏପରି କହିଛନ୍ତି। ବିଗତ ଦୁଇ…

୨୦୫୦ ସୁଦ୍ଧା ୧୦୦ କୋଟି ଲୋକ ଅଷ୍ଟିୟୋଆର୍ଥରାଇଟିସରେ ଆକ୍ରାନ୍ତ ହେବେ : ରିପୋର୍ଟ

ନୂଆଦିଲ୍ଲୀ:ଡାଇବେଟିଜ ଓ ହୃଦରୋଗୀଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦି ଲେଂସେଟ ରୁମୋଟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ ଅଷ୍ଟିୟୋଆର୍ଥରାଇଟିସ ନେଇ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୧୦୦…

ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁସାରେ ରାଜ୍ୟ ସରକାର ଆଉ କୌଣସି ସରକାରୀ ପଦ ପଦବୀ ପାଇଁ ଠିକା ନିଯୁକ୍ତି କରିବେ ନାହିଁ କିମ୍ବା ଆଉଟ୍‌ସୋରସିଙ୍ଗ କରିବେ ନାହିଁ ବୋଲି ଖୁବ୍ ଜୋରସରରେ ପ୍ରଚାର କଲେ। ଏପରିକି ମିଷ୍ଟାନ୍ନ ବାଣ୍ଟିବା ସହ…

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ…

ଅଧିକ ଥର ଜିତିଥିଲେ ମିଳିବନି ବିଜେପି ଟିକେଟ!

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଏବେ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଦଳ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଦେଶର…

ଏମପିରେ ହିନ୍ଦୁତ୍ୱକୁ ନେଇ ଫସିଲା କଂଗ୍ରେସ ! ଟାର୍ଗେଟ କଲେ ଦଳୀୟ ନେତା

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହିନ୍ଦୁତ୍ୱ କାର୍ଡ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଳନାଥ ବିଭିନ୍ନ ମାଧ୍ୟମରେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ନେଇ ଦଳର ସଂଖ୍ୟାଲଘୁ ନେତା ଦଳୀୟ ନେତୃତ୍ୱ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର 'ପ୍ରତୀକ୍ଷା'କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ସେହିପରି ଭିକି…

ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା ବେଳେ ଏହି ସମୟରେ ଓଡ଼ିଶା ମଧ୍ୟ…