Latest Odisha News

BREAKING NEWS

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଜୋହାନ୍ସବର୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା…

୨୦୧୪ ପୂର୍ବରୁ ଦୁର୍ନୀତି ଓ ଲୁଟର ଯୁଗଥିଲା, ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ

ନୂଆଦିଲ୍ଲୀ: ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟୁଥିବା କହି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି।୨୦୧୪ ମସିହା ପୂର୍ବର ସେହି ଦିନଗୁଡ଼ିକୁ ଦେଶବାସୀ ଭୁଲି ପାରୁନାହାନ୍ତି, ଯେଉଁ ଦିନଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିଲା। ୨୦୧୪ ପୂର୍ବରୁ ଗରିବଙ୍କ ଅଧିକାର…

ବିବାଦ ସୃଷ୍ଟି କଲା ରାହୁଲଙ୍କୁ ନେଇ ଅଗରକରଙ୍କ ବୟାନ

ମୁମ୍ବାଇ: ଏସିଆ କପ ୨୦୨୩ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନ ହୋଇସାରିଛି । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ୧୭ଜଣିଆ ଦଳ ଚୟନ କରାଯାଇଛି । କେଏଲ ରାହୁଲ ଆଘାତ ସମସ୍ୟା ପରେ ଦଳକୁ ଫେରିଛନ୍ତି । ଅଗରକରଙ୍କ ବୟାନ ରାହୁଲ ସମ୍ପୂର୍ଣ୍ଣ ଫିଟ ହେବା ନେଇ ସଂଶୟ ସୃଷ୍ଟି କରିଛି ।…

ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହାସ୍ଥିତ ବ୍ରାହ୍ମଣୀ ନଦୀ ସେତୁ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା କଣିହାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି।…

ଦେଶରେ ୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ ୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂକ୍ୟା ୧,୪୭୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଏଯାବତ ୫,୩୧,୯୨୬ ବୋଲି ସକାଳ ୮ଟାରେ ଅପଡେଟ୍ ହୋଇଥିବା…

ସ୍କୁଲ ପାଖ ନାଳରେ ବୁଡ଼ି ଛାତ୍ର ମୃତ; ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଗ୍ରାମବାସୀଙ୍କ ବିରୋଧ

ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ…

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ‘ସମ୍ବିଧାନ ସମ୍ମତ’ ବୋଲି ଘୋଷଣା କରିବାକୁ ଆବେଦନ ଖାରଜ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ସମ୍ବିଧାନ ସମ୍ମତ ବୋଲି ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ…

ଚନ୍ଦନପୁରରେ ଆତଙ୍କ: ଦୋକାନରେ ପଶି ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ

ପୁରୀ:  ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତାଙ୍କର ଏକ ଦୋକାନ ଅଛି । ସେ ଆଜି…

ଶ୍ରୀମନ୍ଦିର ସୁରକ୍ଷିତ ଅଛି, ମରାମତି କାମ ମଧ୍ୟ ଠିକଭାବେ ଚାଲିଛି- ଆଶ୍ୱସ୍ତି ପ୍ରକାଶ କଲେ ଏଏସଆଇ ଅଧିକାରୀ

ପୁରୀ:ଶ୍ରୀମନ୍ଦିର ସୁରକ୍ଷିତ ଅଛି । ସମସ୍ତ ମରାମତି କାମ ମଧ୍ୟ ଠିକଭାବେ ଚାଲିଛି । କାମ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଏଏସଆଇ ଅଧିକାରୀ ।ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳତାକୁ ନେଇ ଅମିକଶ କ୍ୱରୀଙ୍କ ସତ୍ୟପାଠ ହାଇକୋର୍ଟରେ ଦାଖଲ ପରେ ଆଜି ଶ୍ରୀମନ୍ଦିର ଯାଞ୍ଚ କରାଯାଇଛି ।  ଶ୍ରୀମନ୍ଦିର…

ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍‍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦/୧୧ ଲକ୍ଷ ହୋଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପି ଯାଇଛି। ୨୦୧୬ ଖରିଫ ଠାରୁ ରାଜ୍ୟରେ ପିଏମଏଫ୍‍ବିୱାଇ କାର୍ଯ୍ୟ କରୁଛି। ଏହି ଯୋଜନା ବୀମା…