Latest Odisha News

BREAKING NEWS

ବର୍ଷାଦିନେ ମାଛ ଖାଉଥିଲେ ତୁରନ୍ତୁ ବନ୍ଦ କରନ୍ତୁ, ନଚେତ…

ଭୁବନେଶ୍ଵର: ମାଛ ବର୍ଷର ସବୁ ଋତୁରେ ମିଳିଥାଏ। ଯଦି ଆପଣ ବର୍ଷା ଋତୁରେ ମଧ୍ୟ ମାଛ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ମାଛ ସ୍ଵାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ସତ ମାତ୍ର ବର୍ଷା ଦିନେ ମାଛ ଖାଇବା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ମୌସୁମୀ ଆସିବା କ୍ଷଣି ଆମକୁ ଆରାମ ମିଳିଥାଏ…

ଡେନମାର୍କର ‘ଲିଟଲା ଡିମୁନ୍: ମଣିଷ ନୁହେଁ, ସେଠାରେ ରୁହନ୍ତି ମେଣ୍ଢାପଲ

ଡେନମାର୍କ: ବିଶେଷ ଭୌଗୋଳିକ ସ୍ଥିତି କିମ୍ବା ଉଲ୍ଲେଖନୀୟ ଇତିହାସ ପାଇଁ ଅନେକ ଦ୍ବୀପ ପରିଚିତ। ଡେନ୍‌ମାର୍କର ‘ଲିଟଲା ଡିମୁନ୍‌’ ଦ୍ବୀପ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଡେନ୍‌ମାର୍କର ଫାରୋ ଦ୍ବୀପପୁଞ୍ଜ ଅନ୍ତର୍ଗତ ଏହି କ୍ଷୁଦ୍ରତମ ଦ୍ବୀପ ତାହାର ଅନନ୍ୟ ପାଣିପାଗ ପାଇଁ…

ଆସନ୍ତା ଦୁଇ ଘଣ୍ଟା କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି  । ଗୁରୁବାର ମଧ୍ୟାହ୍ନରୁ ଅପରାହ୍ନ ୩ ଭିତରେ ଟ୍ୱିନ ସିଟି ଭୁବନେଶ୍ୱର, କଟକ ସମେତ ୧୫ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି । ଏହି ସବୁ…

ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜେଇଇ ପରିଚାଳନା ବିଭ୍ରାଟ ମାମଲା  । ମାର୍କ ସିଟ୍ ଘୋଟାଲାର ତଦନ୍ତ କରିବ ସିବିଆଇ  । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏ ନେଇ ଏକ ମାମଲା ଦାଖଲ…

ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରେ ଅର୍ଥମନ୍ତ୍ରୀ, ଅମୃତ କଳା ଯାତ୍ରାର କଲେ ଶୁଭାରମ୍ଭ

ପୁରୀ: ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ବୀରହରେକୃଷ୍ଣପୁର ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କରାଗଲା ସ୍ୱାଗତ। ସୀତାରମଣ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ଅମୃତ…

ଲୋକାରଣ୍ୟ ହାଟ ଭିତରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୩ ଗୁରୁତର

ସୁନ୍ଦରଗଡ: ଲୋକାରଣ୍ୟ ସାପ୍ତାହିକ ବଜାର । ଚାଲିଥାଏ କିଣାବିକା । ହଠାତ ଫୁଟିଲା ଗୁଳି । କେହି କିଛି ବୁଝି ପାରି ନ ଥିଲେ । ସେତେବେଳେକୁ ଗୁଳିମାଡରେ ତିନିଜଣ ବ୍ୟକ୍ତି ଲହୁଲୁହାଣ ହୋଇ ପଡିଲେଣି । ଏମିତି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା…

ବିଶ୍ୱର ୨୫ଟି ଦେଶକୁ ମାଡ଼ି ଆସୁଛି ଭୟଙ୍କର ଜଳ ସଙ୍କଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ହିଁ ଜୀବନ। କିନ୍ତୁ ଆଜିର ସମୟରେ ଜଳ ଅଭାବ ଏକ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜଳ ଅଭାବ ଯୋଗୁଁ ପୃଥିବୀର ଅନେକ ଦେଶ ପ୍ରଭାବିତ ହେଉଛି। ଏହା ପଛରେ ଅନେକ କାରଣ…

ବିଦ୍ୟୁତ ତାର ସଂସ୍ପର୍ଶ ଆସି ଚାଲିଗଲା ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ବିଦ୍ୟୁତ ଆଘାତରେ ଜଣେ ଯୁକ୍ତଦୁଈ ଛାତ୍ର ମୃତ l ମୃତକ ଛାତ୍ର ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାଙ୍କବିଜା ଗାଁର ଧର୍ମରାଜ ବାଗ l ୧୧ କେଭି ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ l ସୁଚନା ଅନୁସାରେ, ଆଜି ସକାଳୁ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଧର୍ମରାଜ ନିଜ ଘରେ ଥିବା…

ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନାମ :ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ ପରିବର୍ତ୍ତନକୁ ନେଇ…

ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ ପୁରୁଣା…