Latest Odisha News

BREAKING NEWS

ବିଶ୍ୱକପ ଖେଳିବା ପାଇଁ ଅବସର ନିଷ୍ପତିରୁ ଓହରିବେ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଟିମ ଅଧିନାୟକ ବେନ ଷ୍ଟୋକ୍ସ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି ସେ ଏଥିପାଇଁ ଅବସର ନିଷ୍ପତିରୁ ଓହରିବା ପାଇଁ ଯୋଜନା କରୁଥିବା ଦି ଟେଲିଗ୍ରାଫରେ ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲରେ ଷ୍ଟୋକ୍ସ…

ଚଳିତ ବର୍ଷ ଭାରତର ରପ୍ତାନିରେ ୧୬ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ଭାରତର ରପ୍ତାନିରେ ୧୫.୮୮ ପ୍ରତିଶତ ହ୍ରାସ ଘଟିଛି। ବର୍ତ୍ତମାନ ଏହା ୩୨.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଆଲୋଚ୍ୟ ସମୟରେ ଦେଶରୁ ମୋଟ ୩୨.୨୫ କୋଟି ଡ଼ଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଛି, ଯାହାକି ଗତ ବର୍ଷ ସମାନ ମାସରେ ରପ୍ତାନି ୩୮.୩୪ କୋଟି ଡ଼ଲାର…

ଲାଲକିଲ୍ଲା ସମାରୋହରେ ସାମିଲ ହେଲେନି ଖଡଗେ, ଏମିତି ସଫେଇ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ପରିସରରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଏହି ସମାରୋହରେ ସାମଲ ହୋଇ ନ ଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ । ସମାରୋହରେ…

ନ୍ୟୁଜ ଚ୍ୟାନେଲକୁ ଶୃଙ୍ଖଳିତ କରିବାକୁ ମାର୍ଗଦର୍ଶିକା ଆଣିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଖୁବ ଶୀଘ୍ର ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଏକ ମାର୍ଗଦର୍ଶିକା ଆଣିବେ। ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବର ଶୈଳୀକୁ ନେଇ ଆପତ୍ତି ଉଠାଇ ସୁପ୍ରିମକୋର୍ଟ ଏଭଳି ଏକ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି କହିଛନ୍ତି। ନିକଟରେ ବମ୍ବେ…

ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ଆସନ୍ତାକାଲିଠୁ ଆବେଦନ

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି ।…

ଜିଓ ୫ଜି ଏମ୍‌ଏମ୍‌ ୱେଭ ସ୍ପେକ୍ଟ୍ରମ୍ ଆଧାରିତ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ’ ଆଧାରିତ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଆରଜେଆଇଏଲ ପକ୍ଷରୁ ଘଷୋଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍…

ଏକ ସମୃଦ୍ଧ, ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ମିଳିମିଶି କାମ କରିବା-ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ…

ଭୁବନେଶ୍ୱର:  ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଇନଫ୍ରାଷ୍ଟ୍ରକ୍ଚର ଆଦି ବିକାଶର ସବୁ କ୍ଷେତ୍ରରେ 5-T ର ଉପଯୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ ଅର୍ଥାତ ଧନୀ, ଗରିବ, ମଧ୍ୟମ ବର୍ଗ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି।  ଓଡିଶାର…

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

ସିମଲା: ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଦେବଭୂମିରେ ତାଣ୍ଡବ ରଚୁଛି ବର୍ଷା ବିତ୍ପାତ । ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ । ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ…

ଚନ୍ଦ୍ର ପରେ ଏବେ ଇସ୍ରୋର ସୂର୍ଯ୍ୟ ମିଶନ, ଲଞ୍ଚ ହେବ ଆଦିତ୍ୟ-L1

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଗବେଷଣା କରିବ ଇସ୍ରୋ। ଖୁବ୍‌ଶୀଘ୍ର ଆଦିତ୍ୟ-L1 ଉପଗ୍ରହ ଲଞ୍ଚ ହେବା ନେଇ ମିଳିଛି ସୂଚନା। ଚଳିତ ମାସ ଶେଷ ଆଡକୁ ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ ଇସ୍ରୋ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା ସହ ଅଧିକ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି…