Latest Odisha News

BREAKING NEWS

ବଳ ଗୋଟାଉଛି କଂଗ୍ରେସ; ଗିରିଧର ଗମାଙ୍ଗଙ୍କ ପରେ ଦଳକୁ ଫେରିବେ ଜୟରାମ ପାଙ୍ଗି!

ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ…

ଆଗୁଆ ନିର୍ବାଚନ ନେଇ ମୁହାଁମୁହିଁ ବିଜେପି-ବିଜେଡି: ସାଂସଦଙ୍କୁ କାଉଣ୍ଟର କଲେ ବିଧାୟକ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କରିବୁନି । ଏକା ଏକା ଲଢିବୁ । ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ବିଜେଡି ସହ ମେଣ୍ଟ କରିବୁନି । ନିକଟରେ ବିଜେପି ସାଂସଦ ଅପରାଜିତା…

ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର, କୌଣସି କ୍ଷେତ୍ରରେ ନାହିଁ ପ୍ରତିବନ୍ଧକ

ଶ୍ରୀନଗର: ଚଳିତ ବର୍ଷ ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର। ପ୍ରତ୍ୟେକ ବର୍ଷ ସ୍ୱାଧିନତା ଦିବସ ଏବଂ ଗଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବରେ କଶ୍ମୀରରେ ଇଣ୍ଟରନେଟ୍ ନିଷେଧ ଏକ ସାଧାରଣ କଥା ହୋଇଯାଇଥିଲା। କିନ୍ତୁ ଗତ ବର୍ଷ ଭଳି ଚଳିତଥର ଏପରି ହେବ ନାହିଁ। ୭୭ତମ ସ୍ୱାଧୀନତା ଦିବସ…

ଖାଲି ପେଟରେ ଗ୍ୟାସ୍ ସୃଷ୍ଟି କରେ ଡାଲି : ଆସନ୍ତୁ ଜାଣିବା ଏହି ୫ଟି ଡାଲି ସମ୍ପର୍କରେ

ମୁମ୍ବାଇ: ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ , ଡାଲି କାହିଁକି ଗ୍ୟାସ୍ ସୃଷ୍ଟି କରେ । ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଗ୍ୟାସ ସମସ୍ୟାର ସାମ୍ନା କରିବାକୁ ପଡେ । ପେଟରେ ଗ୍ୟାସ୍ ଆପଣଙ୍କ ପୁରା ଦିନକୁ ନଷ୍ଟ କରିପାରେ ।  କିଛି ଡାଲି ଅଛି , ଯାହା ଗ୍ୟାସ୍ ସୃଷ୍ଟି କରିବା ସହ ପେଟ ଫୁଲିବା…

କଂଗ୍ରେସକୁ ଫେରିବେ ନିଲମ୍ବିତ ନେତା ଓ ଦଳ ଛାଡିଥିବା ନେତା, ଦିଲ୍ଲୀରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ରାଜ୍ଯରେ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଘଣି ହେଉଥିବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ ଏବେ ନିଜକୁ ଆହୁରି ମଜବୁତ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାେଜନା କରୁଛି। ତେଣୁ ଦଳ ଛାଡିଥିବା ନେତା ଏବଂ ନିଲମ୍ବିତ ନେତାଙ୍କୁ ଦଳକୁ କିଭଳି ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତି…

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ୩୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଢାକା: ବାଂଲାଦେଶରେ ଡେଙ୍ଗୁ ଆତଙ୍କ  । ଦେଶରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି  । ଆଜି ସକାଳ ୮ଟା ସୁଦ୍ଧା ୧୧ ଜଣ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ…

ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି…

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଯାଉଛି…