Latest Odisha News

BREAKING NEWS

ଏକାକୀ ଲଢ଼ିବାକୁ ପ୍ରସ୍ତୁତି, ପୁରୀରେ ୪ କେନ୍ଦ୍ରମନ୍ତ୍ରୀଙ୍କ କର୍ମଶାଳା

ପୁରୀ: ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଥିବା ବେଳେ ରାଜ୍ୟ ବିଜେପି ଆକ୍ସନ ମୁଡରେ ଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କଥାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିର ଅଂଶବିଶେଷ…

ଶ୍ରୀମନ୍ଦିର ଚାରିଦ୍ବାର କେବେ ଖୋଲାଯିବ କହିଲେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା

ପୁରୀ: ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରୁଥିବା ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସାରକାଙ୍କ କହିବାନୁସାରେ, ଭକ୍ତଙ୍କ ଆବଶ୍ୟକତା ଓ ସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଏ ନେଇ ନିଷ୍ପତ୍ତି ନିଆଯିବ।…

ଜନଜାତିମାନେ ନିଜ ଉପରେ ଗବେଷଣା କରନ୍ତୁ: ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର: କିସ୍‍ ବିଶ୍ୱ ବିଦ୍ୟାଳୟରେ ୯ ତାରିଖରୁ ଚାଲିଥିବା ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଆଜି ଉଦ୍‍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା କ୍ଷେତ୍ରରେ ସମ୍ରାଟ ଅଶୋକଙ୍କ ଭୂମିକା ଓ…

ସ୍ବାମୀର ମୃତ୍ୟୁ ପରେ ଚକ୍ଷୁଦାନ କଲେ ସ୍ତ୍ରୀ, କହିଲେ ପୂରଣ ହୋଇଛି ତାଙ୍କ ସ୍ୱାମୀଙ୍କ ସ୍ୱପ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନୂଆସାହି ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି।ମାଳତୀ ମାଧେଇଙ୍କ ସ୍ୱାମୀ କମଳାକାନ୍ତ ମାଧେଇ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ତେବେ ଡ୍ୟୁଟିରେ ଥିବା ବେଳେ ବିଦ୍ୟୁତ୍ ଆଘାତରେ…

ରାଜଧାନୀରେ ଡରାଇ ଚାଲିଛି ଡେଙ୍ଗୁ ମଶା, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ରବିବାର କହିଛନ୍ତି ଯେ, ରାଜଧାନୀରେ ପ୍ରତିଦିନ ୩୦୦-୪୦୦ ନମୁନା ପରୀକ୍ଷା କରାଯାଉଛି। ଏଥିମଧ୍ୟରୁ ପ୍ରାୟ ୫୦-୬୦ଟି ନମୁନାରେ ଡେଙ୍ଗୁରେ…

ପୁଣି ଚର୍ଚ୍ଚାରେ ବିଧାନ ପରିଷଦ ପ୍ରସଙ୍ଗ, ଶାସକ ଦଳର ରାଜନୈତିକ ଚାଲ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ମୁନ୍ନା ଖାଁ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶାବ୍ୟକ୍ତ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ବିଜେଡ଼ିର ବିଧାନ ପରିଷଦ ଆବେଦନକୁ ଅସନ୍ତୁଷ୍ଟ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ଏକ କସରତ ବୋଲି ବିଜେପି ଓ କଂଗ୍ରେସ କହିଛି। ରାଜ୍ୟରେ ବିଧାନ…

ରୋନାଲ୍ଡୋଙ୍କ ବିପକ୍ଷ ଟିମରେ ଖେଳିବା ପାଇଁ ନେମାରଙ୍କୁ ଅଫର ହେଲା ୧୪୫୫ କୋଟି

ଦୁବାଇ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟରଙ୍କୁ ସାଉଦି ଆରବ କ୍ଲବ ପକ୍ଷରୁ ଖେଳିବା ପାଇଁ ଲୋଭନୀୟ ଅଫର ଆସିଛି । ଦୁବାଇ ଫୁଟବଲ ଲିଗରେ ଅଲ ନସ୍ର ଟିମ ପକ୍ଷରୁ କ୍ରିଷ୍ଟିଆନ ରୋନାଲ୍ଡୋ ଖେଳି ପ୍ରଥମ ଥର ପାଇଁ ଦଳକୁ ଚାମ୍ପିୟନର ସ୍ୱାଦ ଚଖାଇଛନ୍ତି । ଅଲ ନସ୍ର ତୀବ୍ର…

ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା…

ପିଏସଜି କ୍ଲବ ଓ ଏମ୍ବାପ୍ପେଙ୍କ ମଧ୍ୟରେ ହେଲା ବୁଝାମଣା, ପ୍ରଶଂସକ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ଉପୁଜିଥିବା ବିବାଦ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ତେବେ ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏମ୍ବାପ୍ପେ ଓ ପିଏସଜି ମଧ୍ୟରେ ବୁଝାମଣା ହୋଇଯାଇଛି । ଏପରିକି ତାଙ୍କ ମୂଖ୍ୟ…

ଏମ୍ସ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରର ଉଦଘାଟନ

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍…