ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ବିଜେତା ଭାରତର ର୍ୟାଙ୍କିଙ୍ଗରେ ସୁଧାର
ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟାଇଟଲ ଜିତିବା ଯୋଗୁ ଭାରତର ଏଫଆଇଏଚ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ତାଜା ର୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୧ ପରେ ଭାରତ ପୁନର୍ବାର ଏହି ସ୍ଥାନକୁ ଫେରିଛି । ରବିବାର ଜାରୀ କରାଯାଇଥିବା ର୍ୟାଙ୍କିଙ୍ଗରେ…