Latest Odisha News

BREAKING NEWS

ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା…

ପିଏସଜି କ୍ଲବ ଓ ଏମ୍ବାପ୍ପେଙ୍କ ମଧ୍ୟରେ ହେଲା ବୁଝାମଣା, ପ୍ରଶଂସକ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ଉପୁଜିଥିବା ବିବାଦ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ତେବେ ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏମ୍ବାପ୍ପେ ଓ ପିଏସଜି ମଧ୍ୟରେ ବୁଝାମଣା ହୋଇଯାଇଛି । ଏପରିକି ତାଙ୍କ ମୂଖ୍ୟ…

ଏମ୍ସ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରର ଉଦଘାଟନ

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ବିଜେତା ଭାରତର ର‌୍ୟାଙ୍କିଙ୍ଗରେ ସୁଧାର

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟାଇଟଲ ଜିତିବା ଯୋଗୁ ଭାରତର ଏଫଆଇଏଚ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ତାଜା ର‌୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୧ ପରେ ଭାରତ ପୁନର୍ବାର ଏହି ସ୍ଥାନକୁ ଫେରିଛି । ରବିବାର ଜାରୀ କରାଯାଇଥିବା ର‌୍ୟାଙ୍କିଙ୍ଗରେ…

ଚନ୍ଦ୍ରରେ ଟ୍ରାଫିକ ଜାମ : ଚନ୍ଦ୍ରାୟାନର ୩ ପ୍ରତି ବିପଦ ଅଛି କି ?

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରାୟାନ ୩ର ଲକ୍ଷ୍ୟ ୨୩ ଅଗଷ୍ଟରେ କିପରି ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିବ । ସେହି ସମୟରେ ରୁଷର ମିଶନ ଲୁନା ୨୫ ମଧ୍ୟ ଲ୍ୟାଣ୍ଡିଂ କରିବାକୁ ଅଛି । ଅଗଷ୍ଟ ୧୧ରେ ଲୁନା-୨୫କୁ ମହାକାଶକୁ ପଠା ଯାଇଥିଲା । ସେହିପରି ଚନ୍ଦ୍ରାୟାନ ୩କୁ ଭାରତ ୧୩ ଜୁଲାଇରେ ଲଂଚ…

ପେରୁରେ ଏଲିୟନ୍ସ ଭୟ: ସତ ନା ସୁନା ମାଫିଆଙ୍କ ଷଡଯନ୍ତ୍ର

ନୂଆଦିଲ୍ଲୀ: ପାଖାପାଖି ୭ ଦିନ ହେବ ପେରୁରେ ଏଲିୟନ୍ସ ଭୟ ସାଧାରଣ ଜନତାଙ୍କୁ ଘାରିଛି । ଏପରିକି ଲୋକ ୭ଫୁଟର ଏଲିୟନ୍ସ ଦେଖିଥିବା ଦାବୀ କରିଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଏହି ପରଗ୍ରହୀ ମଣିଷର ମୁହଁକୁ ଟାର୍ଗେଟ…

ପତ୍ନୀଙ୍କ ସହ ଝଗଡା କରି ୯ ମାସର ଶିଶୁ ପୁତ୍ର ସହ ନଦୀକୁ ଡେଇଁ ପଡିଲେ ବାପା

କଟକ:ଜୀବନ ପ୍ରତି ମୋହ ଛାଡିଗଲା ସତ ହେଲେ ସନ୍ତାନ ପ୍ରତି ତୁଟାଇ ପାରି ନ ଥିଲେ । ସେଥିପାଇଁ ପତ୍ନୀଙ୍କ ସହ ଝଗଡା କରି  ୯ ମାସର ଛୁଆକୁ ଧରି   ନଦୀକୁ ଡେଇଁଥିଲେ ବାପା । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ  ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମା’ ସହ ହସ୍ପିଟାଲକୁ ପଠା ଯାଇଛି ।…

ଏନସିଇଆରଟି ପୁସ୍ତକରୁ ହଟା ଯାଇଥିବା ଗୁଜୁରାଟ ଦଙ୍ଗା ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ଅଧ୍ୟାୟକୁ ପୁଣି ଥରେ ସାମିଲ…

ଥିରୁ୍ଅନନ୍ତପୁରମ: କେରଳରେ ପୁଣିଥରେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଗାନ୍ଧୀଙ୍କ ହତ୍ୟା ଏବଂ ଗୁଜରାଟ ଦଙ୍ଗା ପରି ଘଟଣା । ମୋଗଲ ଇତିହାସ ସମେତ ଏସବୁ ବିଷୟକୁ ପୁଣି ପଢିବେ ସ୍କୁଲ ଛାତ୍ରଛାତ୍ରୀ । ଏନସିଇଆରଟି ପୁସ୍ତକରୁ ଏହି ସବୁ ବିଷୟକୁ ବାଦ ଦିଆଯାଇଥିଲା । ହେଲେ କେରଳ ସରକାର ଏହି ସବୁ…

ଜନ୍ମମାଟିରେ ଆସନ୍ତାକାଲି ସକାଳେ ପହଞ୍ଚିବ ସହିଦଙ୍କ ମରଶରୀର; ଗାଁ ମଶାଣିରେ ହେବ ଶେଷକୃତ୍ୟ

ବରଗଡ଼: ଜନ୍ମମାଟିରେ ପହଞ୍ଚିବ ବୀର ଯବାନଙ୍କ ମୃତଦେହ । ଗାଁ ମାଟିରେ ହେବ ଶେଷକୃତ୍ୟ । ଯେଉଁ ମାଟି ମା’ର କୋଳରେ ଖେଳିିଥିଲେ, ବଢିଥିଲେ ତାରି କୋଳରେ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବେ । ସୋମବାର ବରଗଡ  ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବାଘପାଲି ଗ୍ରାମରେ ପହଞ୍ଚିବ ସହିଦ ଯବାନ…

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି  ଦେଖିବା ପରେ  ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ  ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଛି । ପୂର୍ବରୁ…