ଯୁବରାଜଙ୍କ ଅଭାବ ପୂରଣ ହୋଇପାରୁନି!
ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ଅଭାବ ଏବେ ବି ଟିମ ଇଣ୍ଡିଆରେ ପରିଲକ୍ଷିତ ହେଉଛି । ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯୁବି ପରଠାରୁ ୪ ନମ୍ବର ସ୍ଥାନରେ ଆମେ ତାଙ୍କ ପରି ଖେଳାଳି ପାଇ ପାରି ନାହୁଁ । ଏବେ ବି ଏହି ସ୍ଥାନ ନେଇ ଅସ୍ଥିରତା ଲାଗି ରହିଛି ।…