Latest Odisha News

BREAKING NEWS

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଭୋଟିଂ ବେଳେ ଗୃହରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଦଳ 'ଇଣ୍ଡିଆ' ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଗୁରୁବାର (ଅଗଷ୍ଟ ୧୦) ଲୋକସଭାରେ କାଟ ହୋଇଛି। ଏହି ଅବିଶ୍ୱାସ ପ୍ରସ୍ତାବ ବାଚନିକ ଜରିଆରେ ଭୋଟିଂ ହୋଇଥିଲା। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଦଳ…

ପ୍ରେମିକାଙ୍କ କଣ୍ଢେଇ ତିଆରି କରି କଲେ ବିବାହ, ଏବେ ୩ଟି ସନ୍ତାନର ବାପା !

ନୂଆଦିଲ୍ଲୀ: ଭଗବାନଙ୍କ ଏକ ଅଦ୍ଭୁତ ରଚନା ହେଉଛି ମନ । କାହା ପ୍ରତି ଏହା ଢ଼ଳିବ ତାହା କେହି ଭବିଷ୍ୟବାଣୀ କରିପାରିବେ ନାହିଁ । କଲମ୍ବିଆର ଏକ ଯୁବକଙ୍କ ପ୍ରେମ କାହାଣୀ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । କ୍ରିଷ୍ଟିଆନ ମୋଟେନେଗ୍ରୋ ନାମକ ଏକ ଯୁବକ ନତାଲିୟା ନାମକ ଯୁବତୀ ଭଲ ପାଉଥିଲେ ।…

ପରଲୋକରେ କଟକର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା)ଙ୍କ ଆଜି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସମେତ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଶୋକ…

ଆମ୍ବଲାନ୍ସକୁ ଧକ୍କା ଦେଲା ଟ୍ରେନ୍, ଲୋକ ପାଇଲଟ ଓ ଡ୍ରାଇଭର ଖଟାଇଲେ ଉପସ୍ଥିତ ବୁଦ୍ଧି

ରାୟଗଡା: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ତେବେ ଆଶ୍ୱସ୍ତି କର କଥା ହେଲା ଏଥିରେ କୌଣସି ପ୍ରାଣହାନୀ ହୋଇନାହିଁ। ସ୍ଥାନୀୟ ଲୋକ ପହଞ୍ଚି ଆମ୍ବୁଲାନ୍ସକୁ ବାହାର କରିବା…

ଭାରତ ଜର୍ସିରେ ପାକିସ୍ତାନ ନାମ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ପରିଧାନ କରିଥିବା ଏକ ଜର୍ସିରେ ପାକିସ୍ତାନ ନାମ ରହିଛି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହାର ସତ୍ୟତା କଣ ତାହା ପୃଷ୍ଟି ହୋଇପାରି ନାହିଁ । ଅଗଷ୍ଟ ୩୦ରୁ ଏସିଆ କପ ଖେଳାଯିବ । ୨୦୨୩ ସଂସ୍କରଣର ପାକିସ୍ତାନ ଆୟୋଜକ ଥିଲା । ପାକିସ୍ତାନ…

‘ବିଶୃଙ୍ଖଳା’, ଗୃହରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଶେଷ ଦିନରେ ଗୁରୁବାର ଦିନ ସଂସଦରେ କାର୍ଯ୍ୟକାଳ ସମୟରେ 'ଅନାବଶ୍ୟକ ବ୍ୟବହାର' ବା ବିଶୃଙ୍ଖଳା ପାଇଁ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି।ବିଜେପି ନେତା ତଥା…

‘ଆଦିବାସୀଙ୍କ ଜୀବନଶୈଳୀରେ ଉନ୍ନତି ଏବଂ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର’

ଭୁବନେଶ୍ବର: ଆଦିବାସୀ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଯେକୌଣସି ଗୋଷ୍ଠୀକୁ ବର୍ଣ୍ଣନା କରେ। ଆଦିବାସୀ ଏକ ଆଇନଗତ ଶବ୍ଦ। ଆଦିବାସୀ ଏକ ଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଗୋଷ୍ଠୀ ଯାହାକି ସେମାନେ ରହୁଥିବା, ରହୁଥିବା ଜମି ଏବଂ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଭବିଷ୍ୟତ ପିଢ଼ି ପାଇଁ…

କୃମି ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଲେ ୮ ଛାତ୍ରଛାତ୍ରୀ

ବାଲେଶ୍ବର: ଗୁରୁବାର ପ୍ରଥମ ଦିନରେ ଏକ ସ୍କୁଲର ୮ ଜଣ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖଳାସ୍ଥିତ ବନବିହାରୀ ଲାଲ ସ୍କୁଲର ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ ଗୁରୁବାର କୃମି ନିରୋଧୀ ଅଭିଯାନରେ ଆଲବେଣ୍ଡାଜୋଲ ବଟିକା ଖାଇବାକୁ…

ସର୍ଦ୍ଦାର ସିଂ, ରାନୀ ରାମପଲ ହେବେ ଭାରତୀୟ ସବ ଜୁନିୟର ହକି ଟିମର କୋଚ

ମାଡ୍ରାସ: ଭାରତୀୟ ହକିର ପୂର୍ବତନ ଖେଳାଳି ସର୍ଦ୍ଦାର ସିଂ ଓ ରାନୀ ରାମପଲଙ୍କୁ ଗୁରୁବାର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଯଥାକ୍ରମେ ସବ ଜୁନିୟର ପୁରୁଷ ଓ ମହିଳା ଟିମର କୋଚ ଦାୟିତ୍ୱ ତୁଲାଇବେ । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।…

ରତ୍ନଭଣ୍ଡାରରେ ଗଚ୍ଛିତ ସୁନାକୁ ନେଇ ସରକାରଙ୍କ ଦୁଇଟି ତଥ୍ୟ, ଘେରିଲେ ବିରୋଧୀ

ପୁରୀ: ରତ୍ନଭଣ୍ଡାର ଓ ସେଥିରେ ଗଚ୍ଛିତ ଅଳଙ୍କାରକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଓଡ଼ିଶା ସରକାର ମିଛ କହିଛନ୍ତି । ଗୁରୁବାର ଜଗନ୍ନାଥ ସେନା ସଂଗଠନର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ହାଇକୋର୍ଟଙ୍କୁ ଅଳଙ୍କାରର ଓଜନ କିଲୋରେ ଯୋଗାଇ…