ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ୨୩.୫୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ଦୂର ହେବ ଚିଲିକାସ୍ଥିତ ମାଛ ଚାଷରେ ନିର୍ଭରଶୀଳ ଲୋକଙ୍କ ଦୁଃଖ। ସରଳ ହେବ ଜୀବନଜାପନ। ଚିଲିକା ହ୍ରଦର ସଂରକ୍ଷଣ ଏବଂ ପରିଚାଳନା ପାଇଁ କେନ୍ଦ୍ରରୁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି।
ଚିଲିକା ଉପକୂଳବର୍ତ୍ତୀ…